ରାଜ୍ୟ ଖବର

Bollywood – କାହିଁକି ବାହା ହେଉ ନାହାନ୍ତି Salman Khan ଅଭିନେତ୍ରୀ ରେଖା କଲେ ମହା ଖୁଲାସା

ବଲିଉଡ୍ ଦୁନିଆର ସୁପରଷ୍ଟାର ସଲମାନ୍ ଖାନ ବର୍ତ୍ତମାନ୍ ପର୍ଯ୍ୟନ୍ତ ଅବିବାହିତ । ତାଙ୍କ ବିବାହ ନ କରିବା ପଛରେ କୌଣସି କାରଣ ସ୍ପଷ୍ଟ ଜଣା ପଡି ନାହିଁ । ସଲମାନ୍ ଙ୍କ ପଛରେ ଲକ୍ଷେ ଲକ୍ଷେ ଝିଅ ପାଗଳ ଥିବା ବେଳେ ସଲମାନ୍ ଙ୍କ ମନକୁ କେହି ପାଉ ନାହାନ୍ତି ।

କେବଳ ଫିଲ୍ମ ଦୁନିଆରୁ ନୁହେଁ ବାସ୍ତବ ଜୀବନରେ ସଲମାନ୍ ଖୁବ୍ ଧନୀ ତାଙ୍କର ଜୀବନଶୈଳୀ ଖୁବ୍ ଉଚ୍ଚ କୋଟୀର । ଉତ୍ତମ ଭାବେ ଜୀବନ ଯାପନ କରିବା ପାଇଁ ଭଲ ପାଆନ୍ତି ସଲମାନ୍। ତେଣୁକରି ତାଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି ।

ଥରେ ଏକ ରିଆଲିଟି ଶୋ ରେ ଅଭିନେତ୍ରୀ ରେଖଙ୍କୁ ସଲମାନ୍ ଙ୍କ ଅବିବାହିତ କାରଣ ପଚରା ଯାଇଥିଲା ତେବେ ରେଖା ଉତ୍ତର ଦେଇଥିଲେ – ମୁଁ ଯେତେବେଳେ ଅଭିନୟ କରୁଥିଲି ସେତେବେଳେ ସଲମାନ ଙ୍କ ବୟସ ଖୁବ୍ କମ ଥିଲା ପାଖା ପାଖି ୬ ବର୍ଷ ପାଖା ପାଖି । ସେବେ ସଲମାନ୍ ତାଙ୍କୁ ପସନ୍ଦ କରନ୍ତି ଏବଂ ତାଙ୍କ ପଛ ପଛେ ସାଇକେଲ ରେ ଆସନ୍ତି ।

ରେଖାଙ୍କୁ ପସନ୍ଦ କରୁଥିବା ହେତୁ ସେ ତାଙ୍କ ଜୀବନରେ ଅନ୍ୟ କାହାକୁ ଆଣି ନାହାନ୍ତି ବୋଲି କହିଥିଲେ ରେଖା । ରେଖା ଙ୍କ ଏମିତି ଜବାବ ଶୁଣି ସମସ୍ତେ ଶୋ ରେ ଖୁବ୍ ହସିଥିଲେ ।

Leave a Reply

Your email address will not be published. Required fields are marked *