ଆଜିକାଲି ସମସ୍ତେ ସର୍ଟ ଭିଡିଓ କରିବାକୁ ପସନ୍ଦ କରୁଥିବା ବେଳେ କେହି ଏହାଠାରୁ ବାଦ୍ ପଡୁ ନାହାନ୍ତି । ସମସ୍ତେ ଏହାକୁ କରିବାକୁ ପସନ୍ଦ କରିଥାନ୍ତି ।
ସମସ୍ତଙ୍କ ମଧ୍ୟରେ ଅଭିନେତା ଅଭିନେତ୍ରୀ ମଧ୍ୟ ସାମିଲ ଅଛନ୍ତି । ସୋସିଆଲ ମିଡିଆରେ ସବ୍ୟସାଚୀ ଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଏବଂ ତାଙ୍କ ଶାଳୀ ସାମ୍ନାକୁ ଆସିଛନ୍ତି ।
ସବ୍ୟସାଚୀ ଙ୍କୁ ତାଙ୍କ ଶାଳୀ ଧନୁ ତୀର ମାରିଥିବା ବେଳେ ସବ୍ୟସାଚୀ ଙ୍କ ଦେହରେ ଯାଇ ବାଜିଥିଲା । ସବ୍ୟାସାଚୀ ମଧ୍ୟ ଆହତ ହୋଇ ତଳେ ପଡ଼ିଯିବା ର ଅଭିନୟ କରିଥିଲେ ।
ଏହି ଭିଡିଓ ଟି ବର୍ତ୍ତମାନ୍ ସୋସିଆଲ ମିଡିଆରେ ଘୁରି ବୁଲିବା ସହ ସମସ୍ତେ ଶାଳୀ ଭେନେଇ ଙ୍କ ଏହି ଭିଡିଓ କୁ ଦେଖି ଖୁବ ହସିଛନ୍ତି ଦେଖନ୍ତୁ ଏହି ଭିଡିଓ ।