ଭାଇରାଲ ଭିଡିଓ

Husband ନିଜେ ନିଜ wife କୁ ତା boyfriend ସହ କରେଇଲା ବାହାଘର, ଚତୁର୍ଥୀ ରେ..

ଜଣେ ପ୍ରେମିକ ତା ପ୍ରେମିକା ସହିତ ବିବାହ କରିବ ଏହା ସାମାନ୍ୟ କଥା।କିନ୍ତୁ ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ତା ପ୍ରେମିକ ସହିତ ବାହାଘର କରେଇବା କଥା ଶୁଣିଲେ ଅଜବ ଲାଗିବ।କିନ୍ତୁ ଏମିତି ଘଟଣା ହୋଇଛି।ବିହାରର ଚାମୋଇ ରେ ଏଭଳି ଘଟଣା ଶୁଣିବାକୁ ମିଳିଛି।ସେହି ବାହାଘରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଯେଉଁଥିରେ ସ୍ବାମୀ ବିକାଶ ସମସ୍ତଙ୍କ ସାମ୍ନାରେ ସ୍ତ୍ରୀ ଶିବାନୀଙ୍କ ର ତାଙ୍କ ପ୍ରେମିକ ସଚିନଙ୍କ ସହିତ ବାହାଘର କରେଇଛନ୍ତି।ଏହି ଘଟଣା ଟି ଏକ ସପ୍ତାହ ହେଲାଣି ବୋଲି କହୁଛନ୍ତି।ଏହି ଦୃଶ୍ୟ ଟି ” ହମ୍ ଦିଲ୍ ଦେ ଚୁକେ ସନମ୍ “ପରି ହୋଇଛି।ସ୍ବାମୀ ବିକାଶ ନିଜ ଇଚ୍ଛାରେ ସ୍ତ୍ରୀର ବାହାଘର ପ୍ରେମିକ ସହିତ କରିବା କଥା କହିଥିଲେ।

ଗୋଟେ ଫୋଟୋ ରୁ ତାଙ୍କ ସ୍ତ୍ରୀ ଓ ପ୍ରେମିକଙ୍କ କଥା ସେ ଜାଣିପାରିଥିଲେ।ବାହାଘର ପୂର୍ବରୁ ସେ ଦୁହେଁ ଭଲ ପାଉଥିଲେ।ବିକାଶଙ୍କ ପ୍ରଥମ ସ୍ତ୍ରୀ ଙ୍କ ର ମୃ-ତ୍ୟୁ ହେଲା ପରେ ଶିବାନୀଙ୍କ ସହିତ ବାହାଘର ହୋଇଥିଲା।ବାହାଘରକୁ ୨ ବର୍ଷ ହୋଇଗଲାଣି।ବାହାଘର ପରେ ସେ ଦୁହେଁ ବାଙ୍ଗାଲୋର ରେ ରହୁଥିଲେ।

ଏଠି ରହି ଚାକିରି କରୁଥିଲେ। ତାପରେ ଶିବାନୀ ଓ ସଚିନ ସେଠି ଦେଖା କରିଲେ।ଏହି ବିଷୟରେ ବିକାଶ ଜାଣିଲା ପରେ ମନା କରିଥିଲେ।କିନ୍ତୁ ସେ ଦୁହେଁ ସେମିତି ଦେଖା କରିଲେ।ବିକାଶ ଏସବୁ ଦେଖି ୨ ଜଣଙ୍କର ବାହାଘର କରିବା ପାଇଁ ନିଷ୍ପତି ନେଲେ।ଏହି ଭିଡିଓ ରେ ପ୍ରେମିକ ସିନ୍ଦୂର ଲଗେଇ ଦେଉଛନ୍ତି।

Leave a Reply

Your email address will not be published. Required fields are marked *