ସବୁ ଝିଅଙ୍କର ଅଛି ହେଲେ ଯାତ୍ରା ଷ୍ଟେଜରେ ଉପରେ ଦେଖେଇବା କଣ ଦରକାର…?

ଜଣେ ଯୁବତୀ ଯାହାଙ୍କ ନାମ ହେଉଛି ସ୍ବପ୍ନା ଯିଏକି ବାହାରେ ରହି ଡାନ୍ସ କରନ୍ତି ଆଉ ଏବେ ଏବେ ସେ ଓଡ଼ିଶା ଫେରିଛନ୍ତି। ଯାତ୍ରା ରେ ହେଉଥିବା ଅଶ୍ଳୀଳ ଭାବରେ ନୃତ୍ୟକୁ ନେଇ ସେ ଏଭଳି କିଛି କଥା କହିଥିଲେ କାହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସେ କହିଥିଲେ କି ଯାତ୍ରା ମଞ୍ଚରେ ଏବେ ଖୁବ ଅଶ୍ଳୀଳତା ଚାଲିଛି। ଏଭଳି ଭାବରେ ଆଇଟମ ଡାନ୍ସ କରି ଖୋଲି ଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ।ନିଜ ଡାନ୍ସ ରେ ହିଁ ଯଦି ଦର୍ଶକ ମାନଙ୍କୁ ଖୁସୀ କରି ପାରିବେ ତେବେ ତାହା ହିଁ ସବୁଠାରୁ ବଡ଼ କଥା ହୋଇଥାଏ। ଏଭଳି ଦେଖେଇ ନୃତ୍ୟ କରିବା କିଛି ଦରକାର ନାହିଁ ବୋଲି ମଧ୍ୟ କହିଥିଲେ।

ସେ କହିଥିଲେ କି ସେ ଏକ ଭଲ କଳାକାର ଓ ଭଲ ଡାନ୍ସର ମଧ୍ୟ ମାତ୍ର ସେ ଓଡ଼ିଶାରେ ରୁହନ୍ତି ନାହିଁ। ସେ ବାହାରେ ରୁହନ୍ତି। ବାହାରେ ଅନେକ ଡାନ୍ସ ପ୍ରୋଗ୍ରାମ ମଧ୍ୟ ସେ କରି ଥାଆନ୍ତି। ହେଲେ ସେ ଖରାପ୍ ଦେଖେଇବାକୁ ଚାହାନ୍ତି ନାହିଁ।ଦର୍ଶକ ମାନେ ଅଛନ୍ତି ମାନେ ସେଭଳି ସେମାନେ ଚାହିଁବେ ମାତ୍ର ଏମାନେ ନିଜ ମର୍ଯ୍ୟାଦା ରେ ରହି ନାଚିବା ଜରୁରୀ ଅଟେ। ମନ ଇଛା ଅନୁସାରେ ଦର୍ଶକ ମାନଙ୍କୁ କିପରି ଖୁସୀ କରାଯିବ ସେମିତି ସେ ବ୍ୟବସ୍ଥା କରାଯିବ। କେବେ ହେଲେ ମଧ୍ୟ ଭୁଲ ବାଟକୁ ଯିବା ଉଚିତ ନୁହେଁ।

ଅଶ୍ଳୀଳତା ନୃତ୍ୟ କରି କୌଣସି ଫାଇଦା ମଧ୍ୟ ମିଳିବ ନାହିଁ। ରାଣୀ ପଣ୍ଡା ମଧ୍ୟ ଏଭଳି ନୃତ୍ୟ ନ କରିବା ପାଇଁ ବାରଣ କରିଥିଲେ।ସେଥିପାଇଁ ଏବେ ସ୍ୱପ୍ନା ସମସ୍ତଙ୍କୁ ଏଭଳି ଭାବରେ ନୃତ୍ୟ ନକରିବା ପାଇଁ ହାତ ଯୋଡ଼ି ବାରଣ କରିଥିଲେ। ଏବେ ସୋସିଆଲ ମିଡିଆରେ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଆପଣଙ୍କ ମତାମତ ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Leave a Comment