ଏବେ ରାଜଧାନୀ ରେ ହୋଇଥିବା ଗଣ-ଦୁ-ଷ୍କ-ର୍ମ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ସାଙ୍ଗ କଥାରେ ପଡ଼ି ଯୁବତୀ ହୋଇଥିଲେ ଗଣ-ଦୁ-ଷ୍କ-ର୍ମ ର ଶିକାର। ଯୁବତୀଙ୍କ ସାଙ୍ଗ ତାଙ୍କୁ ପ୍ରବର୍ତ୍ତାଇ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ। ଏହାର ଫାଇଦା ଉଠାଇ ଚାରିଜଣ ଯୁବକ ଯୁବତୀ ଜଣକୁ ଦୁ-ଷ୍କ-ର୍ମ କରି ଦେଇଥିଲେ। ପରେ ଯେତେବେଳେ ସେ ଜାଣିବାକୁ ପାଇଲେ କି ତାଙ୍କ ସହ ଦୁ-ଷ୍କ-ର୍ମ ହୋଇଛି ବୋଲି ସେତେବେଳେ ତାଙ୍କର ଭିଡିଓ ମଧ୍ଯ କରି ଦେଇଥିଲେ।
ଆଉ ସେହି ଭିଡିଓ ଭାଇରାଲ୍ କରିବାକୁ ବାରମ୍ବାର ଧମକ ମଧ୍ୟ ଦେଇଥିଲେ। ଏଭଳି କି ତାଙ୍କର ପରିବାର ଲୋକଙ୍କୁ ପଇସା ମାଗିଥିଲେ କି ଯଦି ସେ ପଇସା ନଦେବେ ତେବେ ସେ ଭିଡିଓ କୁ ସେ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ବୋଲି। ଏହି ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣକୁ ଏବେ ଚିହ୍ନଟ କରାଯାଇ ସାରିଛି। ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଆରେଷ୍ଟ କରାଯିବ ବୋଲି ପୋଲିସ ଏହା କହିଛି।ଆଉ ଯୁବତୀ ଜଣକ ଦୁ-ଷ୍କ-ର୍ମ ରେ ସହଯୋଗ କରିଥିବା ଜଣେ ନାବାଳିକା ଯୁବତୀ ଙ୍କ ସହ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ ମଧ୍ୟ କରାଯିବ।
ଅନ୍ୟ ଦୁଇଜଣ ଅଭିଯୁକ୍ତ ଯେଉଁ ମାନେ ଏହି ଘଟଣାରେ ସାମିଲ ଅଛନ୍ତି ତାଙ୍କୁ ମଧ୍ୟ ଚିହ୍ନଟ କରାଯାଇ ସାରିଛି। ଏବଂ ତାଙ୍କୁ ମଧ୍ୟ ବର୍ତ୍ତମାନ ଖୁବ୍ ପଚରା ଉଚରା କରାଯିବାରେ ଲାଗିଛି। ଏହି କେସ ରେ ଯେତେ ଜଣ ସଂପୃକ୍ତ ଥିଲେ ସମସ୍ତଙ୍କୁ ଗିରଫ କରାଯିବ।ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଖୁବ୍ ଶୀଘ୍ର ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନେ ମଧ୍ୟ ଧରା ପଡିବେ ବୋଲି ଲୋକମାନେ ଏହା ଆଶା କରୁଛନ୍ତି। ତେବେ ଏଭଳି ଘୃଣ୍ୟ କାର୍ଯ୍ୟ କରିଥିବା ଅଭିଯୁକ୍ତ ମାନଙ୍କୁ କେଉଁ ଦଣ୍ଡ ମିଳିବା ଦରକାର୍ ଏନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।