ଯାତ୍ରା ରେ ହେଉଥିବା ଅଶ୍ଳୀଳ ନୃତ୍ୟକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଯାହାକୁ ନେଇ ଜଣେ ଯୁବତୀ ମଧ୍ୟ ଏଭଳି କିଛି କହିଛନ୍ତି ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ଯଦି ତାଙ୍କୁ ଏତେ ଖୋଲାଖୋଲି ଭାବରେ ଦେଖେଇବାକୁ ଚାହୁଁଛନ୍ତି ସେମାନେ ମାଳି ସାହି ନଚେତ ସେ ସୋନା କାଚି କୁ ଚାଲି ଯାଆନ୍ତୁ। ସେମାନଙ୍କ ମନରେ ସେ ଏହା ଭାବି ଦେଇଛନ୍ତି କି ନଗ୍ନ ହେବା ଏକ ଖୁବ ଭଲ ଉପାୟ।ସେଥିରେ ହିଁ ଖୁବ୍ ନାଁ କମେଇବାକୁ ଚାହୁଁ ଛନ୍ତି। ଆଉ ସେ ପଇସା ରୋଜଗାର କରିବାକୁ ଚାହୁଁ ଛନ୍ତି।
ଏହି ଯୁବତୀ ଜଣକ ଯେଉଁ ମୁହଁ ଖୋଲିଛନ୍ତି ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଆଇଟମ ଗାର୍ଲ୍ ମିଷ୍ଟି। ତାଙ୍କୁ ଅଧିକ ଲୋକ ଜାଣି ନଥିବେ ବୋଲି ସେ କହିଥିଲେ କାରଣ ସେ ମଞ୍ଚ ଉପରେ ଅଶ୍ଳୀଳ ଭାବରେ ନୃତ୍ୟ କରନ୍ତି ନାହିଁ। ସେ କହିଥିଲେ କି କୌଣସି ଯାତ୍ରା ମାଲିକ କି କମିଟି ମେମ୍ବର ଙ୍କ ଦୋଷ ଏଥିରେ ନାହିଁ ବୋଲି।ସେଥିପାଇଁ ମିଷ୍ଟି କହିଥିଲେ କି ସେହି ମଞ୍ଚ ରେ ସେ କାମ କରୁଛନ୍ତି। ସେଥିପାଇଁ ସେଠାରେ କଣ ଘଟୁଛି ସେ ତାହା ବେଶ ଭଲ ଭାବରେ ଜାଣିଛନ୍ତି। ବସିଥିବା ଦର୍ଶକ ମାନେ ମଧ୍ୟ ନଗ୍ନ ଦୃଶ୍ୟ ଦେଖିବାକୁ ଆଦୌ କହନ୍ତି ନାହିଁ।
ସେଠାରେ କୌଣସି ମାଲିକର କୌଣସି ପ୍ରଜରର ଦୋଷ ନାହିଁ ବୋଲି କହିଥିଲେ କେବଳ ସେମାନଙ୍କୁ କାମ ଜଣା ନାହିଁ ବୋଲି ହିଁ ସେମାନେ ଏଭଳି କିଛି କରିଛନ୍ତି। ଏଥିରୁ ସେମାନେ ଖୁବ୍ ପଇସା ରୋଜଗାର କରୁଛନ୍ତି।ଏଭଳି କିଛି କହିଥିଲେ ଏହି ଯାତ୍ରା ରେ କାମ କରୁଥିବା ଆଇଟମ ଗାର୍ଲ୍ ଜଣକ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। କାରଣ ସେ ଯାହା କହିଥିଲେ ତାହାକୁ ଅନେକ ଲୋକମାନେ ମଧ୍ଯ ସମର୍ଥନ କରିଛନ୍ତି। ଯାହାକୁ ନେଇ ଲୋକମାନେ ମଧ୍ୟ ନିଜ ନିଜର ମତାମତ ରଖିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ଭୁଲି ଯିବେ ନାହିଁ।