ରାଜ୍ୟ ଖବର

ସବୁ ଦିନ ପାଇଁ ଭାରତ ଛାଡି ପାକିସ୍ତାନ ଚାଲିଯିବେ ଶାହରୁଖ ଖାଁ, ଜାଣନ୍ତୁ ଏହା ପଛର କଥା..

ଆର୍ଯ୍ୟାନ୍ ଖାଁ ଙ୍କ ଗିରଫଦାରୀକୁ ନେଇ ସାରା ଭାରତ ରେ ଆଉ ଦେଶ ବାହାର ପଡୋଶୀ ପାକିସ୍ତାନ ରେ ବି ଚର୍ଚ୍ଚା ଲାଗି ରହିଛି, ତେବେ,

ପାକିସ୍ତାନ କୁ ବିପଦ ରେ ବହୁ ସହାୟତା ରାଶି ଯୋଗାଉଥିବା ଶାହରୁଖ ଖାଁ ଙ୍କୁ ନେଇ ଏବେ ବେଶ୍ ଖବର ଗୋଟେ ଚର୍ଚ୍ଚା କୁ ଆସିଛି କି ପାକିସ୍ତାନ ପଳାୟନ କରିବା ଚକ୍କର ରେ ଅଚନ୍ତି ଶାହରୁଖ…

ଶାହରୁଖଙ୍କ ଏଭଳି ପରିସ୍ଥିତିରେ ପାକର ବହୁ ଖ୍ୟାତନାମା ସେଲିବ୍ରେଟି ତାଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି ଆଉ ଭିଡିଓ ମଧ୍ୟ ହସ୍ତଗତ ହେଇଚି । ତେବେ ସେଠାକାର ଜଣେ ଆଙ୍କର ଶାହରୁଖଙ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି,ତେବେ,

ତେବେ ପାକିସ୍ତାନ ର ସମସ୍ତ ସେଲିବ୍ରିଟି ଆଉ ଷ୍ଟାର ମାନେ ଶାହରୁଖଙ୍କ ତାରିଫ କରି କହୁଛନ୍ତି କି ଶାହରୁଖ ଆମ ସହ ନିଶ୍ଚୟ ଯୋଡ଼ିହେବେ, ଆମ ଦେଶ କୁ ଆସି ରହିବେ , ଭାରତ ତାଙ୍କ ପାଇଁ ଠିକ୍ ନୁହେଁ, ତେବେ ଏହା ସତ ଯେ ପାକିସ୍ତାନୀ ମିଡ଼ିଆ ଏମିତି ଅପପ୍ରଚାର ହେଲେ ଏହା ମିଥ୍ୟା ,

ଶାହରୁଖ ଭାରତ ଛାଡ଼ି ଯିବାରେ କୌଣସି ସତ୍ୟତା ନାହିଁ,ପାକିସ୍ତାନୀ ଆଙ୍କର ୱାକର ଜାକା ଟ୍ୱିଟ କରିଛନ୍ତି ଯେ, ‘ଶାହରୁଖ ସାର, ଆପଣ ଭାରତ ଛାଡ଼ି ଦିଅନ୍ତୁ । ନିଜର ପରିବାର ସହ ପାକିସ୍ତାନରେ ଆସି ରୁହନ୍ତୁ । ମୋଦି ସରକାର ଆପଣଙ୍କ ପରିବାର ସହ ଯାହା କରୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ । ମୁଁ ଆପଣଙ୍କର ସାଥିରେ ରହିଛି ।’ ଏଭଳି ଭୟଙ୍କର ଟ୍ୱିଟ କରିବା ପରେ ୱାକର ବହୁଳ ଭାବେ ଟ୍ରୋଲ ହୋଇଥିବା ଜଣାପଡ଼ିଛି , ତେବେ ଆଗକୁ ସେ ଯିବେ କି ନାହିଁ ଦେଖା ଯାଉ

Leave a Reply

Your email address will not be published. Required fields are marked *