ରାଜ୍ୟ ଖବର

୩ ଦିନ ରେ ଗୁଲୁଗୁଲା ରେ ବିଷ ମିଶେଇ ୨୦ଟା କୁକୁର ଙ୍କୁ ମାରିଦେଲା ଦୋକାନୀ…

ଆମ ପରିବେଶ ରେ ବହୁତ ଜଣ ପ୍ରାଣୀ ରହିଥାନ୍ତି । ତେବେ ସବୁ ପଶୁଙ୍କୁ ବଞ୍ଚିବା ର ଆବଶ୍ୟକତା ରହିଛି । କେବେ ଜୀବ ମାନଙ୍କୁ ହଇରାଣ କରିବା ଠିକ୍ ନୁହେଁ । କିଛି ଜଣଙ୍କୁ କିଛି ପଶୁ ଭଲ ଲାଗନ୍ତି ତ କିଛି ଜଣ ଭୟ ମଧ୍ୟ କରନ୍ତି । ତେବେ ଆସନ୍ତୁ ଜାଣିବା ସେମିତି କିଛି ଖବର।

କୁକୁର ର କୁ କେତେଜଣ ଭଲ ପାଆନ୍ତି ,ଘରେ ପାଳନ ମଧ୍ୟ କରନ୍ତି । ବିଶ୍ଵସ୍ତ ପ୍ରାଣୀ ଭାବେ କୁକୁର କୁ ସମସ୍ତେ ପାଳନ କରନ୍ତି। ବହୁତ ଜଣ କୁକୁର ଙ୍କୁ ଖାଇବା କୁ ଦିଅନ୍ତି । କୁକୁର ବହୁତ୍ ବିଶ୍ଵସ୍ତ ପ୍ରାଣୀ ଅଟେ । କୁକୁର ଟି କୁ ଥରେ ଖାଇବା କୁ ଦେଇଥିଲେ ସେ ଦେଖିଲେ ଜାଣି ଦେଇଥାଏ। ହେଲେ ବହୁତ ଜଣ ଅଛନ୍ତି ଯିଏ ଖାଇବାକୁ ଦବା ତ ଦୂରର କଥା ଅଧିକା ଯନ୍ତ୍ରଣା ଦେଇଥାନ୍ତି ।

ଏମିତି କିଛି ଘଟଣା ଘଟିଛି କଟକ ଚୌଦ୍ଵାର ଠାରେ । ଜଣେ ହୋଟେଲ ମାଲିକ ୧୦ ରୁ ଅଧିକ କୁକୁର କୁ ଜୀବନରୁ ମାରି ଦେଇଛନ୍ତି । କୁକୁର ର ମାନେ ହୋଟେଲ୍ ପାଖରେ ଯାଉଥିବା ଓ ହୋଟେଲ୍ ରେ ମୁହଁ ମାରୁଥିବାରୁ ହୋଟେଲ୍ ମାଲିକ ଖାଇବାରେ ବିଷ ଦେଇ କୁକୁର ମାନକୁ ମାରିଦେଇଛନ୍ତି । ଲୋକ ମାନେ ଏକାଠି ହେଇ ପଚାରିଛନ୍ତି ଓ ଥାନା ରେ ମଧ୍ୟ ଅଭିଯୋଗ କରିଛନ୍ତି।

ଏହି ଭଳି ନିରୀହ ପ୍ରାଣୀ କୁ ମାରୁଥିବା ଲୋକ କୁ ଉଚିତ୍ ଶିକ୍ଷା ଦିଆଯିବ ଦରକାର । ଆପଣ ମାନେ ଏହି ଭଳି ବହୁତ୍ ଖବର ଶୁଣିଥିବେ ।ବହୁତ୍ ଲୋକ ନିରୀହ ପ୍ରାଣୀ ମାନଙ୍କୁ ବହୁତ୍ କଷ୍ଟ ଯନ୍ତ୍ରଣା ଦେଇଥାନ୍ତି । ଆଉ କିଛି ଜଣ ଜୀବନରୁ ମାରି ଦେଇଥାନ୍ତି । ହେଲେ ଏମିତି ବି ବହୁତ ଜଣ ଅଛନ୍ତି ଯେଉଁ ମାନେ ପ୍ରାଣୀ ମନକୁ ବହୁତ୍ ଭଲ ପାଆନ୍ତି , ଖାଇବା ପିଇବା ଦେଇଥାନ୍ତି । ତେବେ ଏହି ନିରୀହ ପ୍ରାଣୀ କୁ ଜୀବନରୁ ମାରିଦେବା ର ଅଧିକାର କାହାର ବି ନାହିଁ ।

Leave a Reply

Your email address will not be published. Required fields are marked *