Special Report

ସପିଂ କରୁଥିଲେ ଲୋକେ, ହଠାତ୍ ଆଁ କରି ପଶି ଆସିଲା କୁମ୍ଭୀର,ଆଉ ତା ପରେ..

 

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ କୁମ୍ଭୀର କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।କୁମ୍ଭୀର ଗୁଡ଼ିକ ଓଡ଼ିଶା ର କେନ୍ଦ୍ରାପଡ଼ା ଜିଲ୍ଲା ରୁ ଆରମ୍ଭ କରି ଭଦ୍ରକ ପର୍ଯ୍ୟନ୍ତ ସବୁଆଡେ ଘୁରି ବୁଲୁଛନ୍ତି।କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ କିଛି ଦିନ ତଳେ ଅନେକ ଲୋକ ଙ୍କୁ ମାରି ଖାଇ ଦେଇ ଥିଲା।

ଏହା ପରେ ଯାଜପୁର ଜିଲ୍ଲା ରେ କୁମ୍ଭୀର ମହିଳା ଙ୍କୁ ମାରି ଖାଇ ଦେଇଥିଲା।ମଣିଷ ମାଂସ ଖାଇବା ଆଶା ରେ କୁମ୍ଭୀର ଏ ନେଇ ସେ ନେଇ କୁ ଘୁରି ବୁଲିଛି।ତା ପାଟି ରେ ମଣିଷ ର ମାଂସ ବାଜି ସାରିଛି।ସେଥିପାଇଁ ମଣିଷ ମାଂସ ଖାଇବା ପାଇଁ ଏବେ ପାଗଳ ପରି ହେଉଛି।

ଯାଜପୁର ଜିଲ୍ଲା ରେ ହୋଇ ଥିବା କେସ ରେ କୁମ୍ଭୀର ନଦୀ ଭିତର କୁ ମହିଳା ଙ୍କୁ ଟାଣି ନେଇ ଯାଇଥିଲା।ସେଠାରେ ସେ ତାଙ୍କୁ ବାଡେଇ ବାଡେଇ ଖାଇ ଦେଇଥିଲା।ଏପରିକି ଶବ ସତ୍କାର କରିବା ପାଇଁ ଗୋଟିଏ ମାଂସ ମଧ୍ୟ ତାଙ୍କ ଦେହ ରେ ରଖି ନ ଥିଲା।ଯାହାକୁ ନେଇ ଏବେ ସାଧାରଣ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।

ଏବେ ଆଉ ଏକ ଖବର କୁମ୍ଭୀର କୁ ନେଇ ଶୁଣିବାକୁ ମିଳୁଚି। ମଲ ଭିତରେ କୁମ୍ଭୀର ପଶି ସମସ୍ତ ଙ୍କ ଉପରେ ଆ-କ୍ର-ମ-ଣ କରିଛି।ଲୋକ ଙ୍କୁ ମାରି ପକାଇଛି।ଏହାକୁ ଦେଖି ଅନେକ ଲୋକ ଦଉଡ଼ି କି ପଳାଇ ଥିଲେ।ଆଉ କିଛି ଲୋକେ ରହି ଯାଇଥିଲେ।

ଲୋକ ମାନେ ବହୁତ କଷ୍ଟ ରେ ସେହି କୁମ୍ଭୀର କୁ ଧରି ପକାଇ ଥିଲେ।ଏହା ପରେ ତାକୁ ବନ୍ୟ ବିଭାଗ କୁ ଖବର ଦେଇଥିଲେ।ଏଭଳି ଘଟଣା ଦେଖିବାକୁ ମିଳିଛି ଆମେରିକାର ଫ୍ଲୋରିଡା ସହର ରେ।ସେଠାରେ ଜଣେ ମହିଳା ଙ୍କୁ ପ୍ରଥମେ କୁମ୍ଭୀର ଟାଣି ନେଇଥିଲା।

ଏହି କୁମ୍ଭୀର କୁ ପ୍ରଥମେ ମଲ ପଛ ପାଖରେ ସିକ୍ୟୁରିଟି ଗାର୍ଡ ଦେଖିବାକୁ ପାଇ ଥିଲେ।ଏହା ପରେ ସେ ସମସ୍ତ ଙ୍କୁ ଖବର ଦେଇଥିଲେ।ଖବର ମିଳିବା ପରେ ସମସ୍ତେ ଆସି ଦେଖି ବନ୍ୟ ବିଭାଗ କୁ ଖବର ଦେଇଥିଲେ।ଏହି ସମୟ। ମଧ୍ୟ ରେ ସେ ମହିଳା ଙ୍କ ପଛ ପାଖ ରୁ ଟାଣି ନେଇ ଥିଲେ।

ଯାହାକୁ ନେଇ ଏବେ ସାଧାରଣ ରେ ଖୁବ୍ ଚର୍ଚ୍ଚା ହେଉଛି।କୁମ୍ଭୀର ମାନେ ଏବେ ମଣିଷ ମାଂସ ଲୋଭ ରେ ପଡ଼ି ଯାଉଛନ୍ତି।କେବଳ ଏହି ମାଂସ ଖାଇବା ଆଶା ରେ ସେମାନେ ଜଙ୍ଗଲ ରୁ ଚାଲି ଆସୁଛନ୍ତି।ତେଣୁ ଆପଣ ମାନେ ଏବେ ଠାରୁ ସତର୍କ ରୁହନ୍ତୁ।

କୌଣସି ନଦୀ କିମ୍ବା ପୋଖରୀ କୁ ଯାଆନ୍ତୁ ନାହିଁ।ଏବେ ଓଡ଼ିଶା ର ଅଧିକାଂଶ ନଦୀ ରେ କୁମ୍ଭୀର ମାନେ ଘୁରି ବୁଲୁଛନ୍ତି।ଯେଉଁ ଠାରେ ବି ସେମାନେ ମଣିଷ ମାନଙ୍କୁ ଦେଖୁଛନ୍ତି ସଙ୍ଗେ ସଙ୍ଗେ ନଦୀ ଭିତରକୁ ଟାଣି ନେଇ ଯାଉ ଛନ୍ତି।ତେଣୁ ଆପଣ ମାନେ ଏବେ ଠାରୁ ସଚେତନ ହୋଇ ଯାଆନ୍ତୁ।

Leave a Reply

Your email address will not be published. Required fields are marked *