ଅଧା ରହିଗଲା ଚଉଠି ରାତି, ସପିଙ୍ଗ କରୁ କରୁ ଚାଲିଗଲା ଜୀବନ। ସ୍ତ୍ରୀକୁ ହରାଇ ମୁଣ୍ଡ ପିଟିଦେଲା ବର

 

ନମସ୍କାର ପାଠକ ବନ୍ଧୁ।ମୃ-ତ୍ୟୁ କେତେବେଳେ କାହା ଭାଗ୍ୟ ରେ ଆସେ ତାହା କେହି ଜାଣି ନାହାଁନ୍ତି।ଆଉ କିଛି ଦିନ ପରେ ଝିଅ ଟି ର ବିବାହ ହେବାର ଥିଲା।ଠିକ୍ ଏହି ସମୟ ରେ ତାକୁ ଭଗବାନ ତାଙ୍କ ପାଖକୁ ନେଇ ଗଲେ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପୁନେ ସହର ରେ।

ଏଠାରେ ଜଣେ ମହିଳା ଦୀର୍ଘ ୧୦ ବର୍ଷ ହେବ ଅନ୍ୟ ଜଣେ ଯୁବକ ଙ୍କୁ ପ୍ରେମ କରି ଆସୁ ଥିଲେ।ପରିବାର ଲୋକେ ମଧ୍ୟ ଏହି ପ୍ରେମ ବିବାହ କୁ ସମ୍ମତି ଦେଇ ଦେଲେ।ହେଲେ ଭଗବାନ ଙ୍କ ଇଚ୍ଛା ଥିଲା କିଛି ଅଲଗା।

ବିବାହ ଆଉ ୮ ଦିନ ବାକି ଥିଲା।କାନ୍ଥ ରେ ଲେଖା ସରିଥିଲା ନାମ।ବାଜା ବାଣ ରୋଷଣୀ ସବୁ କିଛି ଯୋଗାଡ ସରିଥିଲା।ଝିଅ ଟି ନିଜ ପ୍ରେମିକ କୁ କହିଥିଲା ମୁ ତମ ପସନ୍ଦ ର ଶାଢ଼ୀ ପିନ୍ଧିବି।ଓ ତାଙ୍କ ସହିତ ସବୁ ଜିନିଷ କିଣା କିଣି କରିବା ପାଇଁ ମଧ୍ୟ କହିଥିଲା।

ପୁଅ ଟି ର ଦୂର ସହର ରେ କିଛି କାମ ଥିବାରୁ ସେ କହିଥିଲା କି କିଛି ଦିନ ରହି ଯାଅ।ମୁ ତମକୁ ବଜାର ନେଇକି ଯିବି।ହେଲେ ଝିଅ ଟି ଏହି କଥା ରେ ରାଜି ହୋଇ ନ ଥିଲା।ଏହା ପରେ ସେ ନିଜ ପରିବାର ସହିତ ଚାଲି ଯାଇଥିଲା।

ଗଲା ବେଳେ ନିଜ ପ୍ରେମିକ ସହିତ ସେ ମ୍ୟସେଜ୍ ରେ କଥା ହୋଇ ଯାଉ ଥାଏ।କେଉଁ ରଙ୍ଗ ର ଓ କିପରି ଶାଢ଼ୀ କିଣିବ ବୋଲି ସେ ପଚାରୁ ଥାଏ।ହେଲେ କିଏ ଜାଣି ଥିଲା ସେଠାରେ ତା ସହିତ ଏପରି କିଛି ଘଟିବ।ଯେଉଁ ଥୀରେ ତାର ସବୁ ସ୍ବପ୍ନ ଭାଙ୍ଗି ଯିବ।

ଉଭୟ ପ୍ରେମିକ ପ୍ରେମିକା ଦଶ ବର୍ଷ ହେଲାଣି ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଅଳ୍ପ ସମୟ ମଧ୍ୟ ରେ ପାଣି ଫୋଟକା ପରି ମିଳାଇ ଯାଇଥିଲା।ଝିଅ ଟି ନିଜ ଘର ର କଳା କାର ରେ ବସି ଯାଉଥିଲା ବଜାର।ସେତିକି ବେଳେ ଅନ୍ୟ ପଟୁ ଏକ କାର ଆସି ସେହି କାର କୁ ଧକ୍କା ଦେଇଥିଲା।

ସେହି କାର ରେ ବସିଥିବା ଝିଅ ଓ ତାର ପରିବାରର କିଛି ସଦସ୍ୟ ଙ୍କ ଘଟଣା ସ୍ଥଳ ରେ ମୃ-ତ୍ୟୁ ଘଟି ଥିଲା।ତା ପରିବାର ର ଅନ୍ୟ କିଛି ସଦସ୍ୟ ମାନେ ଏବେ ମୃ- ତ୍ୟୁ ସହ ଲଢେ଼ଇ କରୁଛନ୍ତି।ସେମାନେ ଏବେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି।ଏଭଳି ଏକ ଘଟଣା ଘଟି ଯିବ ଏ କଥା କେହି ବି ଭାବି ନ ଥିଲେ।

Leave a Comment

Your email address will not be published. Required fields are marked *

Scroll to Top