- ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ନିଶ୍ଚୟ ଜାଣିଥିବେ।ତାଙ୍କୁ ଏବେ ୫୫ ବର୍ଷ।ତାଙ୍କ ଡାକ ନାମ ହେଉଛି ମୁନା।
ବ୍ରହ୍ମପୁରରେ ସେ ଜନ୍ମ ହୋଇଥିଲେ।୨୦୦୪ ମସିହାରେ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ବିବାହ କରିଥିଲେ।ତାଙ୍କର ୨ ଜଣ ସନ୍ତାନ ଅଛନ୍ତି।
ସେ ପ୍ରଥମେ ନିଜର କ୍ୟାରିଅରରେ ଓଡ଼ିଆ ଚଳଚ୍ଚିତ୍ର ଛଡ଼ା। ବେଙ୍ଗଲୀ,ତାମିଲ ,କନ୍ନଡ଼,ତେଲୁଗୁ ଇଣ୍ଡଷ୍ଟ୍ରି ରେ ମଧ୍ୟ କାମ କରିଛନ୍ତି।୧୮୦ ରୁ ୨୦୦ ଫିଲ୍ମ୍ ରେ ହିରୋ ହୋଇଥିବା ସହିତ ୧୦୦ ରୁ ଉର୍ଦ୍ଧ ଫିଲ୍ମ୍ ର ପ୍ରଡ଼ିଉସର୍ ମଧ୍ୟ ଦେଇଛନ୍ତି।ସେ ବହୁତ୍ ଫିଲ୍ମରେ ପୁରସ୍କୃତ ହୋଇଛନ୍ତି।
ସେ ତାଙ୍କ କ୍ୟାରିଅର ରେ ଷ୍ଟେଟ୍ ଆୱାର୍ଡ଼ ମଧ୍ୟ ହାସଲ କରିଛନ୍ତି।
ସିଦ୍ଧାନ୍ତ ଙ୍କ ସ୍ତ୍ରୀଙ୍କ ନାମ ମାମା ମିଶ୍ର।ତାଙ୍କର ୨ ଟି ସନ୍ତାନ ଅଛନ୍ତି।ଝିଅ ହେଉଛନ୍ତି ସାଇ ସିଦ୍ଧି ମହାପାତ୍ର।ପୁଅ ର ନାମ ହେଉଛି ସାଇ ସମର୍ଥ ମହାପାତ୍ର।୨ ଭାଇ ଓ ଭଉଣୀ ଏବେ ପାଠ ପଢାରେ ବ୍ୟସ୍ତ ରହୁଛନ୍ତି।
https://youtu.be/cCDKakCivaQ
କିନ୍ତୁ ସାଇ ସିଦ୍ଧି ଆଗାମୀ ଦିନରେ ଖୁବ୍ ଶୀଘ୍ର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ରେ ଦେଖିବାକୁ ମିଳିବେ।ଆପଣମାନେ ମଧ୍ୟ ମଞ୍ଜରୀ ଟିଭି ରେ କିଛି ରୀୟଲିଟି ଶୋ ରେ ସିଦ୍ଧାନ୍ତ ସହିତ ସାଇ ସିଦ୍ଧି ଙ୍କୁ ନିଶ୍ଚୟ ଦେଖିଥିବେ। କିନ୍ତୁ ସେ ଅଭିନୟ କରିବେ ବୋଲି ଜଣା ପଡିଛି।