ବିବାହ ବନ୍ଧନରେ ବାନ୍ଧି ହେଲେ Ollywood କମେଡି କିଙ୍ଗ Harihara Mohapatra ଦେଖନ୍ତୁ ବାହାଘର ଭିଡିଓ

ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ଓଡ଼ିଆ ଅଭିନେତା ବା ଓଡ଼ିଆ କମେଡି ଅଭିନେତା ହରିହର ମହାପାତ୍ର ଙ୍କୁ ନିଶ୍ଚୟ ଜାଣିଥିବେ।

ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନ କିଣିନେଇଛନ୍ତି।ତାଙ୍କୁ ଓଡ଼ିଆର କମେଡି କିଙ୍ଗ ମଧ୍ୟ କୁହନ୍ତି।ତାଙ୍କ ଅଭିନୟ ଦେଖିଲେ ସବୁ ଦର୍ଶକ ମାନେ ହସି ହସି ଗଡ଼ିଥାନ୍ତି।

ସେ “ସିନ୍ଦୂର ନୁହେଁ ଖେଳଘର”,”କଥା ଦେଇଥିଲି ମା କୁ”,”ଆଖି ପଲକରେ ତୁ”,”ଆଖିରେ ଆଖିରେ”,”ହାତ ଧରି ଚାଲୁଥା”,”ପାଗଳ କରିଛୁ ତୁ”,”ରାଜା ଝିଅ ସଙ୍ଗେ ହୋଇଗଲା ଭାବ”,ଏହିପରି ଭାବରେ ସୁପର ହିଟ୍ ଫିଲ୍ମ୍ କରିଛନ୍ତି ଅଭିନେତା ହରିହର ମହାପାତ୍ର।

ସେ “ବେଷ୍ଟ ଆକ୍ଟ୍ଟର” ଓ “ବେଷ୍ଟ କମେଡିଆନ୍” ପୁରସ୍କୃତ ହୋଇଛନ୍ତି।ଏବେ କିନ୍ତୁ ଦେଖିବାକୁ ମିଳିଛି ହରିହରଙ୍କ ନୂଆ ଫିଲ୍ମ୍ ସୁଟିଂ ହେଉଛି।ସେଥିରେ ସେ ମଣ୍ଡପ ରେ ବର ବେଶ ହୋଇ ବସି ବାହା ହେଉଛନ୍ତି।ଏହି ଫିଲ୍ମରେ ସେ ପ୍ରମୁଖ ଭୂମିକା ରେ ଅଭିନୟ କରିଛନ୍ତି।

https://youtu.be/CG3tbBDBvnw

ସେହି ଫିଲ୍ମରେ ବିଭିନ୍ନ କଳାକାର ମାନେ ଅଭିନୟ କରୁଛନ୍ତି। ପିଣ୍ଟୁ ନନ୍ଦ,ସିନ୍ଦୂର ବିନ୍ଦୁ ସିରିଏଲ୍ ର ହିରୋଇନ୍ ବଂଜିଆ ପଣ୍ଡା ଓ ହରିହରଙ୍କ ବିବାହ ହେଉଛି,ତୃପ୍ତି ମିରାମ୍ବିକା ଅନ୍ୟାନ୍ୟ କଳାକାର ମାନେ ଏହି ଫିଲ୍ମରେ ଦେଖିବାକୁ ମିଳିବେ।

Leave a Comment

Your email address will not be published. Required fields are marked *

Scroll to Top