ଏମିତି ଟୋକା ସ୍ତ୍ରୀ ର କରିଥିଲା ଗର୍ଭନଷ୍ଟ ସାବିତ୍ରୀ ପରି ସ୍ତ୍ରୀ କୁ ନିଶା ଦେଇ ମା-ରିଦେଲା

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏକ ଘଟଣା ବିଷୟରେ ଅଧିକ ସୂଚନା ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ବିଷୟରେ ତ ଆପଣମାନେ ଜାଣିଥିବେ । ଜଣେ ଯୁବକ ୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବହୁତ ହସଖୁସିରେ ତାଙ୍କର ସଂସାର ଚାଲିଥିଲା । ଏହାପରେ ଏହି ଯୁବକ ଜଣକର ଦୁଇଜଣ ଯୁବତୀଙ୍କ ସହିତ ବନ୍ଧୁତା ସ୍ଥାପନ ହୋଇଥିଲା । ଆଉ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା ।ଆଉ ଏହାପରେ ଏହି ଦୁଇଜଣ ପ୍ରେମିକା ଆଉ ଯୁବକ ଜଣକ ମିଶି ଯୁବକ ଜଣକର ସ୍ତ୍ରୀ ସହିତ କରିଥିଲେ ଏଭଳି କିଛି ଯାହା ପାଇଁ ତାଙ୍କ ଜୀବନ ଚାଲିଗଲା । ସ୍ଵାମୀ ଜଣକ ଏତେ ନୃଶଂସ ହୋଇଗଲେ ଯେ ନିଜ ସ୍ତ୍ରୀକୁ ମାରିବାକୁ ବି ପଛାଇଲେ ନାହିଁ ।

ଏହି ସ୍ଵାମୀ ଜଣକ ନିଜ ସ୍ତ୍ରୀକୁ ଆନାସ୍ଥେଷିଆ ଦେଇ ମାରି ଦେଇଛି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରି ଏହି ଯୁବକ ଜଣଙ୍କୁ ଏବଂ ଦୁଇ ପ୍ରେମିକାଙ୍କୁ ଗିରଫ କରିଛି । ଏବେ ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ଆଉ ସବୁ କିଛି ପଚାରୁଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଘରକୁ ଦେଖିପାରିବେ ଯେଉଁ ଘରେ ଏହି ସ୍ତ୍ରୀ ଜଣଙ୍କୁ ବହୁତ ଅଧିକ ପରିମାଣର ଆନାସ୍ଥେସିଆ ଦିଆଯାଇଛି । ସ୍ଵାମୀ ଏବଂ ଦୁଇ ପ୍ରେମିକା ମିଶି ସ୍ତ୍ରୀର ହାତରେ ଆନାସ୍ଥେସିଆ ଦେଇଥିଲେ । ଆଉ ଏହାପରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏହି ମୃ-ତ୍ୟୁକୁ ଆ-ତ୍ମ-ହ-ତ୍ୟା ରୂପ ଦେବେ ବୋଲି ଏହି ସ୍ଵାମୀ ଜଣକ ମେଡ଼ିକାଲକୁ ନେଇଥିଲେ । ଆଉ ସେଠାରେ ଡାକ୍ତର ସ୍ତ୍ରୀ ଜଣଙ୍କୁ ମୃ-ତ ଘୋଷଣା କରି ପୋଲିସକୁ ଖବର ଦେଇଥିଲେ । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଆଉ ଏବେ ଯେଉଁ ଘରେ ସ୍ତ୍ରୀ ଜଣଙ୍କର ଦେହାନ୍ତ ହୋଇଛି ସେହି ଘରୁ ପୋଲିସ ଇଞ୍ଜେକସନ ସିରିଞ୍ଜ, ଆଉ ଅନେକ କିଛି ଜିନିଷ ପାଇଛି ।ଏବେ ପୋଲିସ ଅଭିଯୁକ୍ତକୁ ତିନିଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ । ଭରତପୁର ଥାନା ପୋଲିସ ଏବେ କ୍ରାଇମ୍ ସିନ ରି କ୍ରିଏସନ୍ କରିବ । ଏଭଳି କଣ ଘଟଣା ଘଟିଲା ଯେଉଁଥିପାଇଁ ସ୍ତ୍ରୀ ଜଣକ ସହିତ ଏଭଳି କରିଥିଲା ସ୍ଵାମୀ । ତାଙ୍କ ଭିତରେ ଏଭଳି କଣ ହୋଇଥିଲା ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି । ଏହି ମୃ-ତ୍ୟୁକୁ ଆ-ତ୍ମ-ହ-ତ୍ୟାର ରୂପ ଦେବାକୁ କାହିଁକି ଚାହୁଁଥିଲେ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ପୋଲିସ ଖୋଜୁଛି । ପରକୀୟା ପ୍ରୀତି ପାଇଁ ଏଭଳି କରିଛି ସ୍ଵାମୀ ବୋଲି ସୂଚନା ମିଳୁଛି । ସ୍ଵାମୀ ଜଣକ କାହିଁକି ତାଙ୍କ ଦୁଇ ପ୍ରେମିକା ସହ ମିଶି ଏଭଳି କରିଥିଲେ ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି ।

Leave a Comment