ହନୁମାନ କାହିଁକି ନେଇଥିଲେ ପଞ୍ଚମୁଖୀର ଅବତାର? ମରିବା ଆଗରୁ ଏହି ତଥ୍ୟ ଜରୁର ଜାଣନ୍ତୁ
ହନୁମାନ ଜିଙ୍କ ପଞ୍ଚମୁଖା ଅବତାର ପଞ୍ଚ ଦିଗରେ ପ୍ରତିନିଧିତ୍ଵ କରିଥାଏ। ପ୍ରତ୍ଯେକ ମୁଖରେ ଏକ ମୁଖ, ତିନି ନେତ୍ର ଓ ଦୁଇଟି ଭୂଜ ଅଛି। ପରନ୍ତୁ ହନୁମାନ ଜି ପଞ୍ଚମୁଖୀ ରୂପ କାହିଁକି ଧାରଣ କରିଛନ୍ତି ଏହା ବହୁତ କମ ଲୋକ ଜାଣିଛନ୍ତି। ଏହି କଡିରେ ସମର୍ପିତ ଅଛନ୍ତି ହନୁମାନ ଜିଙ୍କର ପଞ୍ଚମୁଖୀର ସ୍ୱରୂପ। ଚାଲନ୍ତୁ ଜାଣିବା ହନୁମାନ ଜିଙ୍କର ପଞ୍ଚମୁଖୀ ଅବତାର ବିଷୟରେ। ମହିରାବଣ ଓ ଅହିରାବଣ:-ରାମ ଓ ରାବଣଙ୍କ ମଧ୍ୟରେ ମଧ୍ୟ ଯୁଦ୍ଧ … Read more