Shubhasis Sarangi ଙ୍କ ପାଇଁ ଦାବି ଜୋର୍ ଧରିଲା, ସମାଜ ସେବୀ ମାନେ କଲେଣି ବିଦ୍ରୋହ, କଣ୍ ମୁକୁଳିବେ କି..?

ଗତ କିଛି ଦିନ ହେଲା ଶୁଭାଶିଷ ଷଡ଼ଙ୍ଗୀ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ତୁମ୍ବି ତୋଫାନ ଲାଗିରହିଛି, କିଛି ଦିନ ଆଗରୁ ଶୁଭାଶିଷ ଧରିଥିବା ଗୋରୁ ଗାଡ଼ି ଜବତ ନ ହେଇ ଆଳି ପୋଲିସ ଦ୍ବାରା ଛଡା ଯିବା ଆଉ ବିରୋଧ କଲା ରୁ ମିଛ ମାମଲା କରି ଶୁଭାଶିଷ ଙ୍କୁ ଫସେଇ ଦେଇଛନ୍ତି ବୋଲି ବିଭିନ୍ନ ସମାଜ ସେବୀ ମାନେ ଅଭିଯୋଗ କରିଛନ୍ତି ତେବେ ଘଟଣା ଦିନ ରାତି ରେ ଶୁଭାଶିଷ ନିଜର ଗୋଟେ … Read more