୨୦୨୨ ପାଇଁ ଆସିଲା ଭବିଷ୍ୟତ ବାଣୀ ମାଡ଼ି ଆସୁଛି ବଡ ବିପଦ ନୂଆ ଭାଇରସ ରେ ଯିବ ଜୀବନ ଏଲିଅନ କରିବେ ଆକ୍ରମଣ
ନବବର୍ଷ ୨୦୨୨ ଆସୁଅଛି।୨୦୨୨ ଭବିଷ୍ୟ ବାଣୀ କୁ ନେଇ ଆତଙ୍କିତ ବିଶ୍ଵ ବାସୀ। ଵୁଲ୍ଗେରିଆ ର ପ୍ରସିଦ୍ଧ ଜ୍ୟୋତିର୍ବିଦ ଭାନ୍ଦେ ଲୀୟା ପାଣ୍ଡେଭା ଗୁଷ୍ଟେ ରୋ ଙ୍କ ଭବିଷ୍ୟ ବାଣୀ ଆଷ୍ଟୋପିଏମ୍ ଡ଼ଟ୍ କମ୍ ରେ ପ୍ରକାଶ କରିଛି।ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା ଓ ଆଲୋଚନା କରୁଛନ୍ତି। ବାଳୁତ କାଳରୁ ଦୃଷ୍ଟି ଶକ୍ତି ହରାଇଥିବା ଭାନଗା ୧୯୯୬ ମସିହାରେ ସ୍ଵର୍ଗବାସ କରିଥିଲେ ମଧ୍ୟ ତାଙ୍କ ଭବିଷ୍ୟ ବାଣୀ ସତ ପ୍ରମାଣିତ ହେଉଛି।୨୦୨୨ ପାଇଁ ବାବା ଭାନଗା … Read more