ଯେତେବେଳେ ଗାଁ ଭିତରେ ହଠାତ ବାହାରିଲା ଭୟାନକ Ahiraj ସାପ ଉଦ୍ଧାର ବେଳେ ଘଟିଲା ଏତେ ବଡ ଅଘଟଣ ଦୃଶ୍ୟ ଦେଖିଲେ ଥରିବେ ଆପଣ
ଓଡ଼ିଶାର ଏକ ଗ୍ରାମରେ ବହୁତ ବଡ଼ ଅହିରାଜ ସାପ ଥିବାର ଖବର ଆସିଥିଲା।ସାପଟି ଏକ କାଠ ଗଦା ଭିତରେ ଲୁଚି ଥିଲା। ନିକଟରେ ଥିବା ଜଣେ ବ୍ୟକ୍ତି ଏହି ସମ୍ପର୍କରେ ଖବର ପାଇବା ପରେ ସାପକୁ ଦେଖି ଅଧିକ ଭୟଭୀତ ହୋଇ ପଡ଼ି ସେହି ସ୍ଥାନ ଛାଡି ଚାଲି ଯାଇଥିଲେ। ସାପଟିକୁ ସେହି ସ୍ଥାନରୁ ବାହାର କରିବା ପାଇଁ ଗ୍ରାମର ଲୋକମାନେ ପ୍ରୟାସ କରିଥିଲେ।କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା। ଏଵଂ ସାପଟି କେଉଁ ଆଡ଼କୁ … Read more