ରାଜ୍ୟ ଖବର

ଯେତେବେଳେ ଗାଁ ଭିତରେ ହଠାତ ବାହାରିଲା ଭୟାନକ Ahiraj ସାପ ଉଦ୍ଧାର ବେଳେ ଘଟିଲା ଏତେ ବଡ ଅଘଟଣ ଦୃଶ୍ୟ ଦେଖିଲେ ଥରିବେ ଆପଣ

ଓଡ଼ିଶାର ଏକ ଗ୍ରାମରେ ବହୁତ ବଡ଼ ଅହିରାଜ ସାପ ଥିବାର ଖବର ଆସିଥିଲା।ସାପଟି ଏକ କାଠ ଗଦା ଭିତରେ ଲୁଚି ଥିଲା। ନିକଟରେ ଥିବା ଜଣେ ବ୍ୟକ୍ତି ଏହି ସମ୍ପର୍କରେ ଖବର ପାଇବା ପରେ ସାପକୁ ଦେଖି ଅଧିକ ଭୟଭୀତ ହୋଇ ପଡ଼ି ସେହି ସ୍ଥାନ ଛାଡି ଚାଲି ଯାଇଥିଲେ।

ସାପଟିକୁ ସେହି ସ୍ଥାନରୁ ବାହାର କରିବା ପାଇଁ ଗ୍ରାମର ଲୋକମାନେ ପ୍ରୟାସ କରିଥିଲେ।କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା। ଏଵଂ ସାପଟି କେଉଁ ଆଡ଼କୁ ଯାଉ ବି ନଥିଲା।

ତାପରେ ଗ୍ରାମର ଲୋକମାନେ ବନ ବିଭାଗର କର୍ମଚାରୀମାନଙ୍କୁ ଏହି ବିଷୟରେ ଜଣାଇଥିଲେ। କର୍ମଚାରୀମାନେ ସାପଟିକୁ ବାହାରି କରିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ। ବହୁତ ପରିଶ୍ରମ କରିଥିଲେ ବନ ବିଭାଗର କର୍ମଚାରୀ ମାନେ।

ଏହାପରେ ଶେଷରେ ଅନେକ ଚେଷ୍ଟା ପରେ ସାପଟିକୁ ବାହାର କରିବାରେ ସଫଳ ହୋଇଥିଲେ। ଏଵଂ ସାପଟିକୁ ଏକ ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ି ଆସିଥିଲେ।ସାପ କାହାକୁ କ୍ଷତି କରୁ ନଥିଲେ ମଧ୍ୟ ଏହି ଭଳି ଭୟଙ୍କର ସାପ ଘର ପାଖରେ ରହିବା ବହୁତ କ୍ଷତିକାରକ।

ବନ ବିଭାଗର କର୍ମଚାରୀ କହିଥିଲେ ଏହି ସାପଟି ବହୁତ କ୍ଷତିକାରକ ହୋଇଥାଏ।ଏମାନେ କେବଳ ସମୟ ସମୟରେ ବାହାରକୁ ଚାଲି ଆସିଥାନ୍ତି। ଏହି ସାପ ଅନ୍ୟ ସାପ ମାନଙ୍କୁ ମଧ୍ୟ ଖାଇ ଦେଇଥାନ୍ତି। ଯିଏ କ୍ଷତି ପହଞ୍ଚାଇବ ସେମାନଙ୍କ ଉପରକୁ ଆକ୍ରମଣ କରିଥାନ୍ତି।

ବନ ବିଭାଗର କର୍ମଚାରୀମାନେ ଲୋକଙ୍କୁ ଅନୁରୋଧ କରି କହିଛନ୍ତି ସାପଟିକୁ ନ ମାରିବା ପାଇଁ। ଯଦି ଏହିପରି ସାପ ଦେଖିବେ ତୁରନ୍ତ ବନ ବିଭାଗକୁ ଜଣାଈଲେ ସାପଟିକୁ ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ି ଦେବେ ।

Leave a Reply

Your email address will not be published. Required fields are marked *