ଛାଡ଼ପତ୍ର ସମୟ ଯେତେ ପାଖେଇ ଆସୁଛି ସେତେ ଉଦାସ ରହିବାକୁ ଲାଗିଲେଣି ବର୍ଷା
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାନ୍ୟବର କୋର୍ଟ ଉଭୟଙ୍କ ବିବାହ ବିଛେଦ କୁ ଅନୁମତି ଦେଇଛନ୍ତି। ତେବେ ଏହି ମାମଲାରେ ପୂର୍ବରୁ ବିବାହ ବିଛେଦ ମାମଲାକୁ ଖାରଚ କରିଥିଲେ ପରିବାର ଅଦାଲତ। ଏହା ପରେ ଫ୍ୟାମିଲି କୋର୍ଟର ରାୟ କୁ ଚ୍ୟାଲେଞ୍ଜ କରି ହାଇ କୋର୍ଟ ଯାଇଥିଲେ ଅନୁଭବ। ଆଉ ଏବେ ହାଇ କୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହ ବିବାହ ବିଛେଦକୁ ଅନୁମତି ପାଇଁ ଦେଇଛନ୍ତି। ଆଉ ଅନୁଭବଙ୍କ ଓକିଲ କହିଛନ୍ତି ଯେ ଏବେ … Read more