Ollywood

ଛାଡ଼ପତ୍ର ସମୟ ଯେତେ ପାଖେଇ ଆସୁଛି ସେତେ ଉଦାସ ରହିବାକୁ ଲାଗିଲେଣି ବର୍ଷା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାନ୍ୟବର କୋର୍ଟ ଉଭୟଙ୍କ ବିବାହ ବିଛେଦ କୁ ଅନୁମତି ଦେଇଛନ୍ତି। ତେବେ ଏହି ମାମଲାରେ ପୂର୍ବରୁ ବିବାହ ବିଛେଦ ମାମଲାକୁ ଖାରଚ କରିଥିଲେ ପରିବାର ଅଦାଲତ। ଏହା ପରେ ଫ୍ୟାମିଲି କୋର୍ଟର ରାୟ କୁ ଚ୍ୟାଲେଞ୍ଜ କରି ହାଇ କୋର୍ଟ ଯାଇଥିଲେ ଅନୁଭବ।

Whisky

ଆଉ ଏବେ ହାଇ କୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହ ବିବାହ ବିଛେଦକୁ ଅନୁମତି ପାଇଁ ଦେଇଛନ୍ତି। ଆଉ ଅନୁଭବଙ୍କ ଓକିଲ କହିଛନ୍ତି ଯେ ଏବେ ବର୍ଷାଙ୍କୁ ମିଳିବ ନାହିଁ ଭରଣପୋଷଣ ଟଙ୍କା। 

 

ସାଂସଦ ଅନୁଭବ ମହାନ୍ତି ଓ ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ। ଯାହାପରେ ଖୁସି ହୋଇଥିଲେ ଅନୁଭବ ମହାନ୍ତି। ବନ୍ଧୁଗଣ ଅନୁଭବଙ୍କ ପକ୍ଷରୁ କୋର୍ଟ ରୁ ଶୁଣାଣି ବେଳେ ଚୁକ୍ତି ଦର୍ଶା ଯାଇଥିଲା।

 

ଯେହେତୁ ବର୍ଷା ଆଉ ଅନୁଭବଙ୍କ ମଧ୍ୟରେ ସ୍ଵାମୀ ସ୍ତ୍ରୀ ଭଳି ସଂପର୍କ ନାହିଁ ତେଣୁ ଅନୁଭବ ବର୍ଷାକୁ ଭରଣପୋଷଣ ପାଇଁ କିଛି ଅର୍ଥ ରାଶି ଦେବାର ଆବଶ୍ୟକତା ହିଁ ନାହିଁ। ଏହି ଚୁକ୍ତି ଆଧାରରେ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥାଇ ପାରନ୍ତି ବୋଲି ଅନୁଭବଙ୍କ ଓକିଲ କହିଛନ୍ତି।

Ysyr

ତେବେ ଅନୁଭବଙ୍କ ଓକିଲ କହିବା ଅନୁଯାଇ ବିବାହ ପରେ ଉଭୟଙ୍କ ମଧ୍ୟରେ ଶା-ରି-ରୀ-କ ସଂପର୍କ ହୋଇନଥିଲା। ଆଉ ସେଇଥିପାଇଁ ସ୍ବାମୀ ସ୍ତ୍ରୀଙ୍କ ସଂପର୍କ ର କୌଣସି ଅସ୍ଥିତ୍ଵ ନାହିଁ ଯେହେତୁ ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ସମୟରେ ଦର୍ଶାଯାଇଥିଲା କି ବର୍ଷା ସ୍ବାମୀ ଅନୁଭବଙ୍କୁ ଶା-ରି-ରୀ-କ ସଂପର୍କ ରଖିବାକୁ ସୁଯୋଗ ଦେଉନଥିଲେ। ଏହା ହିନ୍ଦୁ ବିବାହ ଆଇନ ଅନୁଯାଇ ମାନସିକ ନି-ର୍ଯା-ତ-ନା କୁହାଯାଏ ଯେହେତୁ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସ୍ବାମୀ ସ୍ତ୍ରୀ ଭଳି ସମ୍ପର୍କ ନାହିଁ।

ତେଣୁ ଅନୁଭବ ବର୍ଷାଙ୍କୁ ଭରଣ ପୋଷଣ ପାଇଁ କିଛି ଟଙ୍କା ଦେବା ଆବଶ୍ୟକତା ନାହିଁ। ଏବେ ରାୟ ଅଭିନେତା ଅନୁଭବ ମହାନ୍ତିଙ୍କ ସପକ୍ଷରେ ଯାଇଛି। ତଥାପି ଅଭିନେତ୍ରୀ ବର୍ଷାଙ୍କ ପାଖରେ ଏକାଧିକ ବିକଳ୍ପ ଥାଇପାରେ। ଏହି ରାୟକୁ ନେଇ କୋର୍ଟରେ ପୁଣିଥରେ ଆବେଦନ କରିପାରନ୍ତି ବର୍ଷା। ତେବେ ଦେଖିବାକୁ ବାକି ରହିଲା ଆଗକୁ ଯାଇ ଏ ଭରଣ ପୋଷଣ ଟଙ୍କା ବର୍ଷାଙ୍କୁ ମିଳୁଛି କି ନାହିଁ। ଆଉ ଦୁହିଁଙ୍କୁ ମଧ୍ୟରେ ଛା-ଡ଼-ପ-ତ୍ର ହେଉଛି ନା ଆଉ କେଉଁ ନୂଆ ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *