ରାତା ରାତି viral ହେଇଗଲେ ଏହି ଭାଇ ନିଆରା ଢଙ୍ଗ ରେ ଗ୍ରାହକ ଙ୍କୁ ଟିଫିନ ସାଙ୍ଗରେ ଶୁଣଉ ଥିଲେ ଦାସକାଠିଆ ଜାଣନ୍ତୁ କେଉଁଠି ରହିଛି ତାଙ୍କ ଷ୍ଟଲ ଏବଂ କାହିଁକି କରନ୍ତି ଏମିତି

ବନ୍ଧୁଗଣ ଗ୍ରାହକ ଙ୍କ ରୂପରେ ଈଶ୍ୱର ଥାନ୍ତି l କିନ୍ତୁ ପ୍ରତ୍ୟକ ଦୋକାନରେ ଏହିସବୁ ବୁଝିବାପାଇଁ ଲୋକେ ପ୍ରସ୍ତୁତ ନଥାନ୍ତି l ଆଜି ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ଜଳଖିଆ ଦୋକାନୀ ନିଜ ଦୋକାନ କୁ ସମସ୍ତଙ୍କୁ ଆଗ୍ରହ ର ସହ ନିମନ୍ତ୍ରଣ କରୁଥିବାର ଦେଖା ଯାଇଥିଲା l ଭିଡ଼ିଓ ରେ ଭାଇ ଜଣଙ୍କ ଶିବ ଭଜନ ମଧ୍ୟ ଗାଇଥିଲେ l ଆଜିକାଲି ସବୁଠି ଧୁମ ଧଡକା ଗୀତ ଦେଖିବାକୁ … Read more