ବନ୍ଧୁଗଣ ଗ୍ରାହକ ଙ୍କ ରୂପରେ ଈଶ୍ୱର ଥାନ୍ତି l କିନ୍ତୁ ପ୍ରତ୍ୟକ ଦୋକାନରେ ଏହିସବୁ ବୁଝିବାପାଇଁ ଲୋକେ ପ୍ରସ୍ତୁତ ନଥାନ୍ତି l
ଆଜି ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ଜଳଖିଆ ଦୋକାନୀ ନିଜ ଦୋକାନ କୁ ସମସ୍ତଙ୍କୁ ଆଗ୍ରହ ର ସହ ନିମନ୍ତ୍ରଣ କରୁଥିବାର ଦେଖା ଯାଇଥିଲା l ଭିଡ଼ିଓ ରେ ଭାଇ ଜଣଙ୍କ ଶିବ ଭଜନ ମଧ୍ୟ ଗାଇଥିଲେ l
ଆଜିକାଲି ସବୁଠି ଧୁମ ଧଡକା ଗୀତ ଦେଖିବାକୁ ମିଳୁଥିବା ବେଳେ ଲୋକଙ୍କ ମୁଖରେ ଭଜନ ଏବଂ ଦାସ କାଠିଆ ଖୁବ କମ ଦେଖିବାକୁ ମିଳୁଛି l
କିନ୍ତୁ ଭାଇ ଜଣଙ୍କ ନିଜ ଦୋକାନରେ କର୍ମ ଏବଂ ଧର୍ମ ଦୁହିଁକ ଯାକ ପାଳନ କରୁଥିବାର ଦର୍ଶାଇଛନ୍ତି
ସ୍ଥାନିୟ ବାସିନ୍ଦା l ଭାଇ ଜଣଙ୍କ ଦହିବରା ଖାଇବାକୁ ଡାକି ଦାସ କାଠିଆ ଶୁଣାଉଥିବାର ଦେଖା ଯାଇଛି ଭାଇରଲ ଭିଡ଼ିଓ ରେ l
ଦୋକାନ ଟି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ପାଖରେ ନିଜ ଟିଫିନ ଷ୍ଟଲ ଟି କରିଛନ୍ତି l ଏବଂ ଖୁବ ଭଲ ବେପାର କରିବା ସହ ଧର୍ମ ପ୍ରଚାର ମଧ୍ୟ କରିଥାନ୍ତି l
ଲୋକମାନେ ମଧ୍ୟ ତାଙ୍କଠୁ ଖାଇବା ପାଇଁ ବହୁତ ଦୂରରୁ ଆସିଥାନ୍ତି ଏବଂ ଦାସ କାଠିଆ ତାଙ୍କ ପାଖରୁ ଶୁଣିବା ପାଇଁ ଗୁହାରି କରନ୍ତି l ତାଙ୍କୁ ଆଗରୁ ଭୁବନେଶ୍ୱର ରେ ଜାଣିଥିବ ବେଳେ ସୋସିଆଲ ମିଡିଆରେ ତାଙ୍କ ଭିଡ଼ିଓ ଅପଲୋଡ଼ ହେବା ପରେ ବର୍ତ୍ତମାନ ସେ ସାରା ଓଡ଼ିଶାରେ ପରିଚିତ ଅଟନ୍ତି l