Amresh puri ଙ୍କ ମୁଁହଁ ବନ୍ଦ କଲେ Anil Kapor ଦେଖନ୍ତୁ ଏହି ଦମଦାର ସିନ

ନାୟକ ଫିଲ୍ମ୍ ରେ ଅନିଲ କପୂର୍,ରାଣୀ ମୁଖାର୍ଜୀ ଓ ଅମରେଶ ପୁରୀ ଓ ଅନ୍ୟାନ୍ୟ କଳାକାର ମାନେ ଖୁବ୍ ସୁନ୍ଦର୍ ଅଭିନୟ କରିଛନ୍ତି ଓ ହସେଇଛନ୍ତୀ । ଫିଲ୍ମ୍ ରେ ଅନିଲ କପୁର୍ ଇଣ୍ଟରଭିୟୂ ନେବା ପାଇଁ ଆସିଛନ୍ତି।କିପରି ଇଣ୍ଟରଭିୟୂ ନେଇଛନ୍ତି ଜାଣନ୍ତୁ।ନାୟକ ଫିଲ୍ମରେ ଅନିଲ କପୁର ଙ୍କ ନାଆଁ ଶିବାଜି ହୋଇଥିଲା।ଆଉ ପ୍ରଥମ ଥର ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଇଣ୍ଟରଭିୟୂ ନେବେ ବୋଲି ଯାଇଥିଲେ।ଶିବାଜି ବହୁତ୍ ନର୍ଭର୍ଷ୍ ଥିଲେ। ଶିବାଜି ପ୍ରଥମେ ପଚାରିଥିଲେ – ମୁଖ୍ୟ … Read more