ରାଜ୍ୟ ଖବର

Amresh puri ଙ୍କ ମୁଁହଁ ବନ୍ଦ କଲେ Anil Kapor ଦେଖନ୍ତୁ ଏହି ଦମଦାର ସିନ

ନାୟକ ଫିଲ୍ମ୍ ରେ ଅନିଲ କପୂର୍,ରାଣୀ ମୁଖାର୍ଜୀ ଓ ଅମରେଶ ପୁରୀ ଓ ଅନ୍ୟାନ୍ୟ କଳାକାର ମାନେ ଖୁବ୍ ସୁନ୍ଦର୍ ଅଭିନୟ କରିଛନ୍ତି ଓ ହସେଇଛନ୍ତୀ ।

ଫିଲ୍ମ୍ ରେ ଅନିଲ କପୁର୍ ଇଣ୍ଟରଭିୟୂ ନେବା ପାଇଁ ଆସିଛନ୍ତି।କିପରି ଇଣ୍ଟରଭିୟୂ ନେଇଛନ୍ତି ଜାଣନ୍ତୁ।ନାୟକ ଫିଲ୍ମରେ ଅନିଲ କପୁର ଙ୍କ ନାଆଁ ଶିବାଜି ହୋଇଥିଲା।ଆଉ ପ୍ରଥମ ଥର ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଇଣ୍ଟରଭିୟୂ ନେବେ ବୋଲି ଯାଇଥିଲେ।ଶିବାଜି ବହୁତ୍ ନର୍ଭର୍ଷ୍ ଥିଲେ।

ଶିବାଜି ପ୍ରଥମେ ପଚାରିଥିଲେ – ମୁଖ୍ୟ ମନ୍ତ୍ରୀ ଙ୍କୁ ଲୋକମାନେ ଭୋଟ ଏଥିପାଇଁ ଦେଇଥାନ୍ତି କି ଆମର ସମସ୍ୟା ଦୂର କରିବେ ।କିନ୍ତୁ ସବୁବେଳେ ନିରାଶା ହେଉଛନ୍ତି ।ଆପଣଙ୍କ ରାଜନୀତିରେ ମଧ୍ୟ ଏଇୟା ହିଁ ହେଉଛି।

ମୁଖ୍ୟ ମନ୍ତ୍ରୀ କହୁଛନ୍ତି – ଲାଗୁଛି ତୁମେ ତୁମ ଷ୍ଟୁଡିଓ ରୁ ବାହାରକୁ ବୋଧେ ବାହାରୁ ନାହଁ।ଆଜି ମହାରାଷ୍ଟ୍ର ରେ ପ୍ରତେକ ଘରେ ରଙ୍ଗୀନ୍ ଟିଭି ଓ ଗ୍ରାମରେ ଡିସ୍ ଅଣ୍ଟିନା ଅଛି।କୋଣ କୋଣ ରେ ଏସ ଟି ଡି ମଧ୍ୟ ଅଛି।

ନିଜ ପାଖରେ ଗାଡ଼ି ଅଛି।ଆଜି ସବୁ ବ୍ୟକ୍ତି ଗୋଡ଼ରେ ଜୋତା ପିନ୍ଧୁଛନ୍ତି।ହାତରେ ଘଡି ଲଗାଉଛନ୍ତି।ଆଉ ୧୫ ବର୍ଷ ହେଲାଣି ଗୋଟେ କି ବ୍ୟକ୍ତି ଭୋକରେ ମରିନାହିଁ ମୁଁ ଦାବି କରି କହୁଛି।

ଶିବାଜି – କୃଷକ ମାନେ ଖରା ରେ ଠିଆ ହୋଇ କଷ୍ଟ କରୁଛନ୍ତି।୨ ବଖତ ରୁଟି ଖାଇବାକୁ ପାଉନାହିଁ।ବଡ଼ ଲୋକ ମାନେ ବଡ଼ ଲୋକ ହେଇ ଯାଉଛନ୍ତି ଆଉ ଗରିବ ଲୋକ ମାନେ ସଡ଼କ କୁ ଆସିଗଲାଣି। ଲୋକ ଆଜି ବି ଧକା ଖାଉଛନ୍ତି।ଦୋକାନରେ ଘଣ୍ଟା ଘଣ୍ଟା ଲାଇନ ରେ ଠିଆ ହେଉଛନ୍ତି।ଛୋଟ ପିଲା ମାନେ ଭିକ ମାଗୁଛନ୍ତି।

ମୁଖ୍ୟମନ୍ତ୍ରୀ – ଯେଉଁ ଲୋକମାନେ ଆଙ୍ଗୁଳି ଉଠାନ୍ତି ସେ ଉଥେଇବେ ।ମୁଁ ଯେତେବେଳେ ସି ଏମ୍ ହେଲି ରାଷ୍ଟ୍ରରେ ପାଠୁଆ ସଂଖ୍ୟା ୬୪ .୮ ପ୍ରତିଶତ ହେଲାଣି।

ଶିବାଜି – କେରଳ ଓ ମିଜୋରାମ ରେ ୯୦ ପ୍ରତିଶତ ଅଛନ୍ତି।

ମୁଖ୍ୟମନ୍ତ୍ରୀ – ଇଣ୍ଡଷ୍ଟ୍ରି ମାମଲାରେ ମହାରାଷ୍ଟ୍ର ନମ୍ବର୍ ୧।

ଶିବାଜି – କ୍ରାଇମ୍ ରେ ଭି ମହାରାଷ୍ଟ୍ର ନମ୍ବର୍ ୧ ।

ମୁଖ୍ୟମନ୍ତ୍ରୀ – ଏବେ ୩୫ .୮ ପ୍ରତିଶତ ଲୋକ ହିଁ ଗରିବ ଅଛନ୍ତି।

ଶିବାଜି – ପଞ୍ଜାବ ରେ ୧୧.୭ ପ୍ରତିଶତ ଲୋକ ଗରିବ ଅଛନ୍ତି। ଏଵଂ ଏହା ପରେ ସବୁ ରିପୋର୍ଟ ଦେଖେଇଲେ।କହିଲେ ୱାଲ୍ଡ ବ୍ୟାଙ୍କ୍ କହିବାନୁଯାୟୀ ,ଯେଉଁ କର୍ଜ୍ ଆପଣଙ୍କ ସରକାର କୁ ଦେଇଛନ୍ତି ଓ ଏବେ ଯାଏଁ ଦିଆ ଯାଇ ନାହିଁ।ସେସବୁ ଆପଣଙ୍କ ମନ୍ତ୍ରୀ ନେଇଗଲେ।

ମୁଖ୍ୟମନ୍ତ୍ରୀ – ତୁମକୁ ଜଣା ନାହିଁ ପୁଅ! ବ୍ୟାଙ୍କ୍ ଏମିତି ସର୍ତ୍ତ ଦେଉଥିଲା ଯେ ସବୁ ରାଷ୍ଟ୍ର ବନ୍ଧା ପଡିଯାଇଥାନ୍ତା।

ଶିବାଜି – ରାଜନୀତି ପୂର୍ବରୁ ଆପଣଙ୍କ ପରିବାର କେମିତି ଥିଲା?

ମୁଖ୍ୟମନ୍ତ୍ରୀ – ଆମ ପରିବାର ବହୁତ୍ ଗରିବ ଥିଲା।ଆମେ ମାନେ ଚାଷ କାମ କରୁଥିଲୁ।

ଶିବାଜି – ଆପଣଙ୍କ ମାସିକ ରୋଜଗାର କେତେ?

ମୁଖ୍ୟମନ୍ତ୍ରୀ – ଆଶ୍ଚଜ୍ୟ ହୋଇ କହିଲେ କଣ? କହିଲେ ସବୁ କାଟି କୁଟି କି ୧୮୦୦୦ ଆସୁଛି ।

ଶିବାଜି – ତାହେଲେ ଗୋଟେ ବର୍ଷରେ ଆପଣଙ୍କର ୨୫ ଲକ୍ଷ ଟଙ୍କା ହେବ କିନ୍ତୁ ଆପଣଙ୍କ ପାଖରେ ୫୦୦ କୋଟି ଟଙ୍କାର ପ୍ରପର୍ଟି ଆସିଲା କୋଉଠୁ?

ମୁଖ୍ୟମନ୍ତ୍ରୀ – ଏସବୁ ବେକାରୀଆ କଥା। ତୁମକୁ ଯଦି ଜାଣିବାର ଅଛି ମୋ ନାଁ ରେ ଯାଅ କେସ ଦେବ୍ କୋର୍ଟରେ।ସେଇଠି କହିବି ମୁଁ।

ଶିବାଜି – କେସ କରିବି।ସେମିତି ରେ ବି କୋର୍ଟ ରେ ୧୪ଲକ୍ଷ କେସ ୧୫ ବର୍ଷ ହେଲାଣି ପଡ଼ିଛି।ଆପଣ କୁହନ୍ତି କାନୁନ୍ ଆଉ ବ୍ୟବସ୍ଥା ଆଣିବେ କିନ୍ତୁ ସେହି କାନୁନ୍ ର ଧର୍ଯ୍ୟା ଆପଣ ହିଁ ଉଡାନ୍ତି।ଏବଂ କିଛି ଭିଡିଓ ମୁଖ୍ୟମନ୍ତ୍ରୀ ଯେଉଁ କାମ କିଛି କରିନାହାନ୍ତି ଦେଖେଇଥିଲେ।ଏବଂ ବହୁତ୍ କଥା ମଧ୍ୟ କହିଥିଲେ।

ମୁଖ୍ୟମନ୍ତ୍ରୀ ରାଗିଯାଇ କହିଲେ – ଏସବୁ କେସ କୁ ନାଁ କରିବା ପାଇଁ ଏମିତି କରୁଛ ।କିନ୍ତୁ ସେସବୁ ର ପ୍ରମାଣ ଶିବାଜି ପାଖରେ ଥିଲା।ପ୍ରମାଣ ହେଉଛି ଫୋନ ରେକର୍ଦିଂ।

ଶିବାଜି – ଲୋକଙ୍କ ଠାରୁ ଆପଣ ନିଜ କୁର୍ଷି କୁ ହିଁ ଭଲ ପାଆନ୍ତି ।

ମୁଖ୍ୟମନ୍ତ୍ରୀ – କହିବା ବନ୍ଦ ହେଇଗଲା ଆଉ କ୍ୟାମେରା ମ୍ୟାନ କୁ କହିଲା କ୍ୟାମେରା ବନ୍ଦ କରେ।ନହେଲେ ମାରିଦେବି।ଆଉ ଗୋଟେ ଲୋକ ବନ୍ଦ କରିବାକୁ ଯାଇ ଚିଲେଇଲା ଆଉ ମାରି ବନ୍ଦ କରିବାକୁ କହିଲା।ମୁଖ୍ୟମନ୍ତ୍ରୀ କହିଲେ ଇଣ୍ଟରଭିୟୂ ସାରିଲା ମୁଁ ଏବେ ଯାଉଛି।କିନ୍ତୁ ଶିବାଜି ଏଇଟା ଲାଇଫ ଟେଲି କାଷ୍ଟ୍ ହେଉଛି ଆପଣ ବସନ୍ତୁ ଓ ଜନତାଙ୍କୁ ଜବାବ ଦିଅନ୍ତୁ।

ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ ଏହି ସିନ ଆପଣଙ୍କୁ କେମିତି ଲାଗିଲା

Leave a Reply

Your email address will not be published. Required fields are marked *