ଆସିଗଲା ନୂଆ ବର୍ଷ ର ନୂଆ Guideline ଜାଣନ୍ତୁ odisha governmment ଙ୍କ ନୂଆ ନିୟମ
ଜାରିହୋଇଛି ଗାଇଡ ଲାଇନ।ଜାନୁଆରୀ ରେ ବଣଭୋଜି କେହି କରିବେ ନାହିଁ।ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ କୋରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର କଟକଣା କଡାକଡି ଭାବେ କରିଛନ୍ତି।ଜାନୁଆରୀ ମାସରେ ସମସ୍ତ ପ୍ରକାର ସାମାଜିକ,ଧାର୍ମିକ ଉପରେ ରୋକ ଲଗାଯାଇଛି। ସରକାରଙ୍କ ବଡ଼ ନିଷ୍ପତି କ୍ରମେ କୌଣସି ବଣଭୋଜି କରିପାରିବେ ନାହିଁ।ପାର୍କ,ବେଳାଭୂମି,ଅନ୍ୟାନ୍ୟ ସ୍ଥାନରେ ବଣଭୋଜି ଏହିସବୁ ବନ୍ଦ ରହିବ।ଜାନୁଆରୀ ୧ରୁ ଫେବୃଆରୀ୧ ପର୍ଯ୍ୟନ୍ତ କୌଣସି ହୋଟେଲ୍,ପାର୍କ,ମହଲ,ମଣ୍ଡପ,ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ,କୌଣସି ଶିକ୍ଷାନୁଷ୍ଠାନ ବନ୍ଦ୍ ରହିବ। ସରକାରୀ କାର୍ଯ୍ୟକ୍ରମ ହେଉଥିଲେ ବି ଆଗୁଆ … Read more