E Shrama Card ରୁ ପାଇବେ ବାର୍ଷିକ 36000 ପେନସନ ଯୋଜନା ଏମିତି କରନ୍ତୁ ଆରମ୍ଭ
ବର୍ତ୍ତମାନକେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ବଡ଼ ଖୁସୀ ଖବର ଇ-ଶ୍ରମ କାର୍ଡ ପେନସନ ଯୋଜନାରେ ଜନତା ପାଇ ପାରିବେ ପ୍ରତ୍ୟେକ ମାସ 3000 ଏବଂ ବର୍ଷକୁ 36000 ଟଙ୍କା l ତେବେ ଏଥିରେ କେଉଁମାନେ ଲାଭ ଉଠାଇ ପାରିବେ ଏବଂ ଏଥିପାଇଁ କଣ ସବୁ ନିୟମ ରହିଛି ଜାଣିବା ନିହାତି ଦରକାର l ସରକାର ମାସେ ଆଗରୁ ଏହି କାର୍ଡ ଲଞ୍ଚ କରିଥିବା ବେଳେ ଏହା ବର୍ତ୍ତମାନ ସଭିଏଁ କରିସାରିଲେଣି ଏବଂ ଅନେକ ହିତାଧିକାରୀ ଏହାଦ୍ୱାରା ଉପକୃତ … Read more