Special Report

E Shrama Card ରୁ ପାଇବେ ବାର୍ଷିକ 36000 ପେନସନ ଯୋଜନା ଏମିତି କରନ୍ତୁ ଆରମ୍ଭ

ବର୍ତ୍ତମାନକେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ବଡ଼ ଖୁସୀ ଖବର ଇ-ଶ୍ରମ କାର୍ଡ ପେନସନ ଯୋଜନାରେ ଜନତା ପାଇ ପାରିବେ ପ୍ରତ୍ୟେକ ମାସ 3000 ଏବଂ ବର୍ଷକୁ 36000 ଟଙ୍କା l

ତେବେ ଏଥିରେ କେଉଁମାନେ ଲାଭ ଉଠାଇ ପାରିବେ ଏବଂ ଏଥିପାଇଁ କଣ ସବୁ ନିୟମ ରହିଛି ଜାଣିବା ନିହାତି ଦରକାର l ସରକାର ମାସେ ଆଗରୁ ଏହି କାର୍ଡ ଲଞ୍ଚ କରିଥିବା ବେଳେ ଏହା ବର୍ତ୍ତମାନ ସଭିଏଁ କରିସାରିଲେଣି ଏବଂ ଅନେକ ହିତାଧିକାରୀ ଏହାଦ୍ୱାରା ଉପକୃତ ମଧ୍ୟ ହେଉଛନ୍ତି l

ବର୍ତ୍ତମାନ ଇ-ଶ୍ରମ କାର୍ଡ ପେନସନ ଯୋଜନା ଆରମ୍ଭ ହୋଇଛି l ଏହା ମାଧ୍ୟମରେ ଆପଣମାନେ ପ୍ରତ୍ୟେକ ମାସ 3000 ଟଙ୍କା ପାଇବା ସହିତ ବର୍ଷକୁ 36000 ଟଙ୍କା ପାଇବେ l

ଯଦି ଆପଣ ଏହା ପାଇଁ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି ତାହେଲେ ତା ପୂର୍ବରୁ ଆପଣମାନେ ଇ-ଶ୍ରମ କାର୍ଡ ପାଇଁ ପଞ୍ଜିକରଣ କରିଥିବା ନିହାତି ଆବଶ୍ୟକ l ଯେଉଁମାନେ ଇ-ଶ୍ରମ କାର୍ଡ ପାଇଁ ପଞ୍ଜୀକରଣ କରିଛନ୍ତି ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ l

ଆପଣ ସର୍ବ ପ୍ରଥମେ ଇ-ଶ୍ରମ କାର୍ଡର ଅଫିସିଆଲ୍ ସାଇଟ୍ କୁ ଲଗଇନ କରନ୍ତୁ ଏବଂ ଏଠାରେ ଆପଣଙ୍କୁ ଦେଖା ଯାଇଥିବା ଅପ୍ସନ୍ ରେଜିଷ୍ଟ୍ରେସନ୍ ଅଫ୍ ମନ୍ଧନ ଯୋଜନା ଅପ୍ସନ୍ କୁ ଯାଆନ୍ତୁ ଏହାପରେ ଆପଣଙ୍କ ସାମ୍ନାରେ ନୂଆ ସାଇଟ୍ ଖୋଲିଯିବ l ଏହାଦ୍ୱାରା ଆପଣ ରେଜିଷ୍ଟର କରିପାରିବେ l

Leave a Reply

Your email address will not be published. Required fields are marked *