ବିଳାସିନୀ ମାଉସୀ ପ୍ରସ୍ତୁତ କଲେ ସୁସ୍ୱାଦୁ କଞ୍ଚାଳଙ୍କା Motton ଭିଡିଓ ରେ ଦେଖନ୍ତୁ ଏହାକୁ କରିବାର ପ୍ରଣାଳୀ
ଟେଷ୍ଟ ଅଫ୍ ଓଡ଼ିଶା ଶୋ ଟି ଆପଣ ମାନେ ସମସ୍ତେ ଜାଣିଥିବେ।ବିଭିନ୍ନ ଜାଗାକୁ ଯାଇ ଭଲ ଭଲ ଖାଇବା ତିଆରି କରି ଲୋକମାନେ ଦେଇଥାନ୍ତି। ସମସ୍ତେ ସବୁ ପ୍ରକାର ରୋଷେଇ ବିଷୟରେ ଜାଣିନଥାନ୍ତି।ଓ ଆମେ ସମସ୍ତେ ଗୋଟେ ଭଲ ଖାଇବା ଜିନିଷ ମଧ୍ୟ ଜାଣିଥାନ୍ତି।ଜାଣନ୍ତୁ ବିଳାସିନୀ ମାଉସୀ କିଭଳି କଞ୍ଚା ଲଙ୍କା ମାଂସ ତିଆରି କରୁଛନ୍ତି। ପ୍ରଥମେ କଞ୍ଚା ଲଙ୍କାର ମଞ୍ଜି କାଢିଦେଇ ଛେଚିଦେବେ।କଢ଼େଇ ବସେଇ ସେଥିରେ ତେଲ ଦେବେ।ତେଲ ଗରମ ହେଇ ଆସିଲେ ସେଥିରେ ପିଆଜ … Read more