Jio ଆଣିଦେଲା ନୂଆବର୍ଷ Dhamakadar Offer ମାତ୍ର ୧ ଟଙ୍କା ରେ ପାଆନ୍ତୁ ଏହି ସୁବିଧା

ଜିଓ ସବୁବେଳେ ନିଜର ଅଫର୍ ପାଇଁ ସମସ୍ତଙ୍କ ପାଖରେ ଲୋକପ୍ରିୟ ହୋଇଥାଏ । ଜିଓ ପ୍ରଥମ ଥର ନିଜ କଷ୍ଟମର ମାନଙ୍କ ପାଇଁ ଆଣିଦେଇଛି ଏକ ଟଙ୍କାରେ ଆଫର୍ । ଜିଓ ସବୁବେଳେ ଲୋକଙ୍କୁ ଆଫର ଦେଉଥିବା ବେଳେ ଅନ୍ୟାନ୍ୟ ନେଟୱର୍କ ରେ ଥାଇ ମଧ୍ୟ ନିଜକୁ ବଦଳାଇ ଜିଓ ସହ ଯୋଡ଼ି ହୋଇଛନ୍ତି । ଜିଓରେ ବାକିସବୁ ନେଟୱର୍କ ଅପେକ୍ଷା କମ ମୂଲ୍ୟରେ ସେବା ମିଳିଥାଏ ଯାହା ଫଳରେ ସମସ୍ତେ ତାଙ୍କ ଉପରେ ଆକୃଷ୍ଟ ହୋଇଥାନ୍ତି … Read more