Special Report

Jio ଆଣିଦେଲା ନୂଆବର୍ଷ Dhamakadar Offer ମାତ୍ର ୧ ଟଙ୍କା ରେ ପାଆନ୍ତୁ ଏହି ସୁବିଧା

ଜିଓ ସବୁବେଳେ ନିଜର ଅଫର୍ ପାଇଁ ସମସ୍ତଙ୍କ ପାଖରେ ଲୋକପ୍ରିୟ ହୋଇଥାଏ । ଜିଓ ପ୍ରଥମ ଥର ନିଜ କଷ୍ଟମର ମାନଙ୍କ ପାଇଁ ଆଣିଦେଇଛି ଏକ ଟଙ୍କାରେ ଆଫର୍ ।

ଜିଓ ସବୁବେଳେ ଲୋକଙ୍କୁ ଆଫର ଦେଉଥିବା ବେଳେ ଅନ୍ୟାନ୍ୟ ନେଟୱର୍କ ରେ ଥାଇ ମଧ୍ୟ ନିଜକୁ ବଦଳାଇ ଜିଓ ସହ ଯୋଡ଼ି ହୋଇଛନ୍ତି ।

ଜିଓରେ ବାକିସବୁ ନେଟୱର୍କ ଅପେକ୍ଷା କମ ମୂଲ୍ୟରେ ସେବା ମିଳିଥାଏ ଯାହା ଫଳରେ ସମସ୍ତେ ତାଙ୍କ ଉପରେ ଆକୃଷ୍ଟ ହୋଇଥାନ୍ତି ।

ଜିଓ ବର୍ତ୍ତମାନ ଲଞ୍ଚ କରିଥିବା ଏକ ଟଙ୍କାର ଅଫର ରେ ଗ୍ରାହକ ଙ୍କୁ ଯୋଗାଇ ଦେବାକୁ ଯାଉଛି ୧୦୦ ଏମ ବି ର ଡାଟା ର ସୁବିଧା ।

ଯେଉଁମାନଙ୍କର ଅଚାନକ ଡାଟା ସରିଯାଇଥିବ ସେମାନେ ଏହି ଅଫର ର ସମ୍ପୂର୍ଣ ଲାଭ ଉଥେଇପରିବେ । ଏହି ପ୍ଲାନ୍ ଟି ମାଇଁ ଜିଓ ଆପ ରେ ଉପଲବ୍ଧ ଅଟେ । ଏହା ସମସ୍ତଙ୍କ ପାଇଁ ଅଟେ । ଏହି ଅଫର ଦ୍ଵାରା ଆପଣ ପୁରା ୧୦୦ ଏମ ବି ର ଲାଭ ଉଠେଇ ପାରିବେ ।

Leave a Reply

Your email address will not be published. Required fields are marked *