ରାଜଧାନୀ ସମେତ ଏହି ଜିଲ୍ଲାରେ କଣ୍ଟନମେଣ୍ଟ ଜୋନ ଘୋଷଣା
ଭୁବନେଶ୍ବରରେ ୧୧ଟି ଅଞ୍ଚଳରେ କଣ୍ଟେଣ୍ଟମେଣ୍ଟ ଜୋନ୍।ବି ଏମ୍ ସି ଜରୁରୀ ସାମଗ୍ରୀ ଯୋଗାଇବ।ଏକାଧିକ କୋଭିଡ ପଜିଟିଭ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ ବି ଏମ୍ ସି ଏହି ନିଷ୍ପତି ନେଇଛନ୍ତି। ଏହିସବୁ କଣ୍ଟେଣ୍ଟମେଣ୍ଟ ଜୋନ୍ କୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।କଣ୍ଟେଣ୍ଟମେଣ୍ଟ ଜୋନ୍ କୁ ସାନିଟାଇଜ୍ କରିବା ସହିତ ଆକ୍ରାନ୍ତ ର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ କ୍ଵାରେଣ୍ଟିନ ରେ ରଖାଯିବ। ଉତ୍ତର ଜୋନ୍ ରେ ନିଲାନ୍ଦ୍ରିବିହାର ପ୍ଲଟ ନମ୍ବର ୨୦୮, ପ୍ଲଟ ନମ୍ବର … Read more