ନିଜର ସମସ୍ତ ଧନ କୁ ଏମିତି ଖର୍ଚ୍ଚ କରନ୍ତି ଭାରତର ସବୁଠୁ ବଡ ଧନୀ ବ୍ୟକ୍ତି Mukesh Ambani ଜାଣିଲେ ହୋସ ଉଡ଼ିଯିବ

ଭାରତର ସବୁଠାରୁ ଧନୀ ଲୋକ କହିଲେ ମୁକେଶ ଅମ୍ବାନୀ ଙ୍କୁ ସମସ୍ତେ ଜାଣିଥାନ୍ତି।ପାଞ୍ଚ ବିଲିଅନ୍ ଡଲାରର ମାଲିକ ମୁକେଶ ଅମ୍ବାନୀ ଏକ ଘଣ୍ଟାରେ ୯୦ କୋଟି ଟଙ୍କା କମେଇଥାନ୍ତି। ମୁକେଶ ଅମ୍ବାନୀ ଙ୍କ ପାଖରେ ଏତେ ପଇସା ଥିବାରୁ ସେ ବହୁତ ଖର୍ଚ୍ଚ କରିଥାନ୍ତି।ତାଙ୍କୁ ଏକ ଇଣ୍ଟରଭିୟୂ ରେ ପଚରାଯାଇଥିବା କି ସେ ଖାଇବାକୁ କଣ ପସନ୍ଦ କରିଥାନ୍ତି?ସେ କହିଥିଲେ ତାଙ୍କୁ ଇଟିଲି ଖାଇବାକୁ ଭଲ ଲାଗିଥାଏ। ତାଙ୍କ ସ୍ତ୍ରୀ ନିତା ଅମ୍ବାନୀ ଙ୍କ ଜନ୍ମ ଦିନରେ … Read more