Niti sikhya – ସକାଳୁ ଉଠି ଛୁଇଁ ଦିଅନ୍ତୁ ସ୍ୱାମୀଙ୍କ ଏହି ଅଙ୍ଗ ଖୋଲିଯିବ ଭାଗ୍ୟ

ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ପତ୍ନୀଙ୍କୁ ଏହି କାର୍ଯ୍ୟ ନିହାତି କରିବା ଉଚିତ୍। ରାତିରେ ଶୋଇବା ସମୟରେ ବା ସକାଳୁ ଉଠି ଜଣେ ସ୍ତ୍ରୀ ତାର ସ୍ୱାମୀଙ୍କ ର ଚରଣ ଅବସ୍ୟ ସ୍ପର୍ଶ କରିବା ଉଚିତ୍। ସ୍ୱାମୀଙ୍କୁ ଭଗବାନ ସ୍ୱରୂପ ରୂପେ ମାନିଥାଏ ଏବଂ ସେବା କରିଥାଏ।ସେଥିପାଇଁ ସ୍ୱାମୀଙ୍କୁ ପତି ପରମେଶ୍ୱର ବୋଲି କୁହାଯାଏ।ସ୍ତ୍ରୀଙ୍କୁ ମଧ୍ୟ ଘରର ଲକ୍ଷ୍ମୀ ବୋଲି କୁହାଯାଏ। କିନ୍ତୁ ଯେଉ ପତ୍ନୀ ରାତିରେ ଏହି ଅଙ୍ଗକୁ ସ୍ପର୍ଶ କରିଥାଏ ବିଶେଷ ଲାଭ ପ୍ରାପ୍ତ … Read more