Niti sikhya – ସକାଳୁ ଉଠି ଛୁଇଁ ଦିଅନ୍ତୁ ସ୍ୱାମୀଙ୍କ ଏହି ଅଙ୍ଗ ଖୋଲିଯିବ ଭାଗ୍ୟ

ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ପତ୍ନୀଙ୍କୁ ଏହି କାର୍ଯ୍ୟ ନିହାତି କରିବା ଉଚିତ୍। ରାତିରେ ଶୋଇବା ସମୟରେ ବା ସକାଳୁ ଉଠି ଜଣେ ସ୍ତ୍ରୀ ତାର ସ୍ୱାମୀଙ୍କ ର ଚରଣ ଅବସ୍ୟ ସ୍ପର୍ଶ କରିବା ଉଚିତ୍।

ସ୍ୱାମୀଙ୍କୁ ଭଗବାନ ସ୍ୱରୂପ ରୂପେ ମାନିଥାଏ ଏବଂ ସେବା କରିଥାଏ।ସେଥିପାଇଁ ସ୍ୱାମୀଙ୍କୁ ପତି ପରମେଶ୍ୱର ବୋଲି କୁହାଯାଏ।ସ୍ତ୍ରୀଙ୍କୁ ମଧ୍ୟ ଘରର ଲକ୍ଷ୍ମୀ ବୋଲି କୁହାଯାଏ।

କିନ୍ତୁ ଯେଉ ପତ୍ନୀ ରାତିରେ ଏହି ଅଙ୍ଗକୁ ସ୍ପର୍ଶ କରିଥାଏ ବିଶେଷ ଲାଭ ପ୍ରାପ୍ତ ହୋଇଥାଏ ବା ଭାଗ୍ୟ ଖୋଲି ଯାଇଥାଏ।ଏବଂ ସେହି ଅଙ୍ଗଟି ହେଉଛି ସ୍ବାମୀଙ୍କ ଚରଣ ହିଁ ହୋଇଥାଏ ।

ଚରଣ ସ୍ପର୍ଶ କରିବା ଦ୍ୱାରା ଘରର ସମ୍ମାନ ବଢ଼ିଥାଏ।ଏହାର କାରଣ ହେଉଛି ମାତା ଲକ୍ଷ୍ମୀ କ୍ଷୀର ସାଗରରେ ଅନନ୍ତ ନୟନ ଉପରେ ଭଗବାନଙ୍କର ଚରଣ ସେବା କରିଥାନ୍ତି।ଏହା ହେଉଛି ପ୍ରମୁଖ କାରଣ।ଏହି କାରଣରୁ ମହିଳାଙ୍କୁ ଘରର ଧନଦେବି ମା ଲକ୍ଷ୍ମୀ ମଧ୍ୟ କୁହାଯାଏ।

ଯେଉଁ ଘରେ ସ୍ତ୍ରୀ ସ୍ବାମୀଙ୍କ ଚରଣ ସେବା କରିଥାନ୍ତି ସେହି ଘରେ ମା ସର୍ବଦା ବିରାଜମାନ କରିଥାନ୍ତି।ଏପରି କରିବା ପଛରେ ଗ୍ରହ ମାନଙ୍କର ମଧ୍ୟ ବିଶେଷ ମହତ୍ତ୍ଵ ରହିଛି।

କୁହା ଯାଏ ଯେ ପୁରୁଷଙ୍କ ଗୋଡ଼ରୁ ନେଇ ଲିଙ୍ଗ ପର୍ଯ୍ୟନ୍ତ ଭାଗ ଶନିଦେବଙ୍କର ଅଟେ ଓ ସ୍ତ୍ରୀର ହାତ ବନ୍ଧରୁ ଆଙ୍ଗୁଠି ଯାଏଁ ଥିବା ଭାଗ ଶୁକ୍ରଦେବଙ୍କର ଅଟେ।

ଶାସ୍ତ୍ର ଅନୁସାରେ ଯେବେ ଶନିଙ୍କ ଉପରେ ଶୁକ୍ରଙ୍କ ପ୍ରଭାବ ପଡ଼ିଥାଏ ତେବେ ଅବସ୍ୟ ଧନ ପ୍ରାପ୍ତିର ସମ୍ଭାବନା ରହିଥାଏ।ସେଥିପାଇଁ ସ୍ତ୍ରୀ ସ୍ବାମୀଙ୍କ ଚରଣ ସ୍ପର୍ଶ କରିବା ନିହାତି ଆବଶ୍ୟକ ଅଟେ।

Leave a Comment

Your email address will not be published. Required fields are marked *

Scroll to Top