ବିବାହ ବନ୍ଧନରେ ବାନ୍ଧି ହେଲେ Ollywood କମେଡି କିଙ୍ଗ Harihara Mohapatra ଦେଖନ୍ତୁ ବାହାଘର ଭିଡିଓ
ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ଓଡ଼ିଆ ଅଭିନେତା ବା ଓଡ଼ିଆ କମେଡି ଅଭିନେତା ହରିହର ମହାପାତ୍ର ଙ୍କୁ ନିଶ୍ଚୟ ଜାଣିଥିବେ। ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନ କିଣିନେଇଛନ୍ତି।ତାଙ୍କୁ ଓଡ଼ିଆର କମେଡି କିଙ୍ଗ ମଧ୍ୟ କୁହନ୍ତି।ତାଙ୍କ ଅଭିନୟ ଦେଖିଲେ ସବୁ ଦର୍ଶକ ମାନେ ହସି ହସି ଗଡ଼ିଥାନ୍ତି। ସେ “ସିନ୍ଦୂର ନୁହେଁ ଖେଳଘର”,”କଥା ଦେଇଥିଲି ମା କୁ”,”ଆଖି ପଲକରେ ତୁ”,”ଆଖିରେ ଆଖିରେ”,”ହାତ ଧରି ଚାଲୁଥା”,”ପାଗଳ କରିଛୁ ତୁ”,”ରାଜା ଝିଅ ସଙ୍ଗେ ହୋଇଗଲା ଭାବ”,ଏହିପରି ଭାବରେ … Read more