ଗାଁ ର ଅଜା ଗାଇଲେ ଏମିତି ଗୀତ ପ୍ରତି ଓଡ଼ିଆ ଙ୍କ ମନରେ ବସିଗଲେ ଯଦି ଆପଣ ବି ଓଡ଼ିଆ ନିଶ୍ଚିନ୍ତ ଦେଖନ୍ତୁ ଏହି ଭିଡିଓ

ବର୍ତ୍ତମାନ ଯୁବ ସମାଜ ବିକଶିତ ହେଲେ ମଧ୍ୟ ସମସ୍ତଙ୍କ ଚେର ରହିଯାଇଛି ଗାଁ ରେ । ଗାଁ ରେ ସମସ୍ତଙ୍କର ସ୍ମୃତି ଏବଂ ଅସ୍ତିତ୍ତ୍ୱ ଲୁଚି ରହିଥିବା ବେଳେ ବର୍ତ୍ତମାନ୍ ର ସାମାନ୍ୟ କିଛି ଯୁବ ପିଢ଼ି ଗାଁ ରେ ରହିବା ପାଇଁ ନାପସନ୍ଦ କରିଥାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା କି ଆମ ଗାଁ ରେ ଆମ ଚେର ଅଛି ବୋଲି ଆମକୁ ଭାବିବା ପାଇଁ ବାଧ୍ୟ … Read more