Special Report

ଗାଁ ର ଅଜା ଗାଇଲେ ଏମିତି ଗୀତ ପ୍ରତି ଓଡ଼ିଆ ଙ୍କ ମନରେ ବସିଗଲେ ଯଦି ଆପଣ ବି ଓଡ଼ିଆ ନିଶ୍ଚିନ୍ତ ଦେଖନ୍ତୁ ଏହି ଭିଡିଓ

ବର୍ତ୍ତମାନ ଯୁବ ସମାଜ ବିକଶିତ ହେଲେ ମଧ୍ୟ ସମସ୍ତଙ୍କ ଚେର ରହିଯାଇଛି ଗାଁ ରେ । ଗାଁ ରେ ସମସ୍ତଙ୍କର ସ୍ମୃତି ଏବଂ ଅସ୍ତିତ୍ତ୍ୱ ଲୁଚି ରହିଥିବା ବେଳେ ବର୍ତ୍ତମାନ୍ ର ସାମାନ୍ୟ କିଛି ଯୁବ ପିଢ଼ି ଗାଁ ରେ ରହିବା ପାଇଁ ନାପସନ୍ଦ କରିଥାନ୍ତି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା କି ଆମ ଗାଁ ରେ ଆମ ଚେର ଅଛି ବୋଲି ଆମକୁ ଭାବିବା ପାଇଁ ବାଧ୍ୟ କରିଦେଇଛି ।

ଭାଇରାଲ ଭିଡ଼ିଓରେ ବୁଢ଼ା ମଉସା ଜଣଙ୍କ ଭାବିବାକୁ ବାଧ୍ୟ କରିଦେଇଛନ୍ତି ଗାଁ ମାଟିର ପବିତ୍ରତା ଏବଂ ପ୍ରତୀକ ଟି ଜିନିଷ ମୂଲ୍ୟବାନ ହୋଇଥାଏ । ସେ

ଏହାକୁ ଏକ ଛୋଟ ଗୀତ ସାହାର୍ଯ୍ୟରେ ବୋଲିବାକୁ ଚେଷ୍ଟା କରିଛନ୍ତି । ଏହି ଗୀତର ମଧ୍ୟରେ ସମସ୍ତେ ଖୋଜିଚାଲୀ ଚନ୍ତି ନିଜ ଗାଁ ର ଅସ୍ତିତ୍ବ କୁ ।

ଏହି ଭିଡିଓ ଟି ସୋସିଆଲ ମିଡିଆରେ ଅପଲୋଡ଼ ହେବା ପରେ ସମସ୍ତ ଓଡ଼ିଶା ବାସୀ। ଭିଡ଼ିଓ ଟିକୁ ଖୁବ୍ ପସନ୍ଦ କରିବା ସହ ବହୁ ମାତ୍ର ରେ ସେଆର କରିଛନ୍ତି । ଦେଖନ୍ତୁ ଏହି ଭିଡିଓ ଏବଂ ଓଡ଼ିଆ ହୋଇଥିଲେ ନିଶ୍ଚିନ୍ତ ସେଆର କରିବେ ।

Leave a Reply

Your email address will not be published. Required fields are marked *