Camera ଆଗରେ କଏଦ ହେଇଗଲା ଏପରି ଦୃଶ୍ୟ ଆଖିରେ ନ ଦେଖିଲେ ବିଶ୍ୱାସ କରିବେନି ଆପଣଙ୍କ ଅଞ୍ଚଳରେ ଏପରି ହେଉନାହିଁ ତ?
ଓଡ଼ିଶାରେ ଏମିତି ଅନେକ ସ୍ଥାନ ରହିଛି ଯେଉଁ ଜାଗାକୁ ଯିବା ପାଇଁ ଲୋକମାନଙ୍କୁ ଭୟ ଲାଗିଥାଏ।ଏମିତି ଭୂତ କଥା କହିଲେ ପ୍ରାୟତଃ ସମସ୍ତଙ୍କ ମନରେ ଏକ ଅଜଣା ଭୟ ଚାଲିଆସେ। ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ସତରେ କଣ ଭୂତ ପ୍ରେତ ଅଛନ୍ତି କି?କିଛି ଲୋକ ଭୂତ ପ୍ରେତ ଉପରେ ବିଶ୍ୱାସ କରୁଥିଲା ବେଳେ ଅନ୍ୟ କିଛି ଲୋକ ମଜାକ୍ ରେ ମଧ୍ୟ ଉଡେଇ ଦେଇଥାନ୍ତି । ଅନେକ ସମୟରେ ଫିଲ୍ମ ରେ ଆମେ … Read more