Raj rajesh ଏବଂ riya ଙ୍କର ରାସ୍ତା ମଝିରେ ଝଗଡା ରୋକିଲେ ଲୋକ ଦେଖନ୍ତୁ ଭିଡ଼ିଓ କିପରି ରାସ୍ତା ମଝିରେ ଚାଲିଥିଲା ଝଗଡା

ବନ୍ଧୁଗଣ ରାଜ ରାଜେଶ ଏବଂ ରିୟା ଙ୍କୁ ଆପଣ ସମସ୍ତେ ଜାଣିଥିବେ ରାଜ ରାଜେଶ ଏବଂ ରିୟା ଦେ ଙ୍କର ଅଲିଉଡ ଇଣ୍ଡଷ୍ଟ୍ରି ସହ ସମ୍ପର୍କ ଘନିଷ୍ଠ l ରାଜ ରାଜେଶ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡ଼ିର ଯୁବ ଅଭିନେତା ହୋଇଥିବା ବେଳେ ରିୟା ଙ୍କୁ ଆପଣ ବହୁତ ଆଗରୁ ଫିଲ୍ମ ଦୁନିଆରେ ଦେଖି ଆସିଥିବେ l ଦୁହିଁଙ୍କ ଅଭିନୟ ଖୁବ ଉତ୍ତମ ଧରଣ ର ବୋଲି ଚର୍ଚ୍ଚା ହୋଇଥାଏ l ସୋସିଆଲ ମିଡିଆରେ … Read more