Ollywood

Raj rajesh ଏବଂ riya ଙ୍କର ରାସ୍ତା ମଝିରେ ଝଗଡା ରୋକିଲେ ଲୋକ ଦେଖନ୍ତୁ ଭିଡ଼ିଓ କିପରି ରାସ୍ତା ମଝିରେ ଚାଲିଥିଲା ଝଗଡା

ବନ୍ଧୁଗଣ ରାଜ ରାଜେଶ ଏବଂ ରିୟା ଙ୍କୁ ଆପଣ ସମସ୍ତେ ଜାଣିଥିବେ ରାଜ ରାଜେଶ ଏବଂ ରିୟା ଦେ ଙ୍କର ଅଲିଉଡ ଇଣ୍ଡଷ୍ଟ୍ରି ସହ ସମ୍ପର୍କ ଘନିଷ୍ଠ l

ରାଜ ରାଜେଶ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡ଼ିର ଯୁବ ଅଭିନେତା ହୋଇଥିବା ବେଳେ ରିୟା ଙ୍କୁ ଆପଣ ବହୁତ ଆଗରୁ ଫିଲ୍ମ ଦୁନିଆରେ ଦେଖି ଆସିଥିବେ l ଦୁହିଁଙ୍କ ଅଭିନୟ ଖୁବ ଉତ୍ତମ ଧରଣ ର ବୋଲି ଚର୍ଚ୍ଚା ହୋଇଥାଏ l

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ରାଜ ରାଜେଶ ଏବଂ ରିୟା ଦେ ଦୁହେଁ ପରସ୍ପର ସହ କଥା ହେଉ ହେଉ ଝଗଡା ରେ ଲିପ୍ତ ହୋଇପଡିଛନ୍ତି l

ଯାହାକୁ ଦେଖି ସ୍ଥାନୀୟ ଲୋକେ ତାଙ୍କର ଏହି ଝଗଡା ରୋକିବା ପାଇଁ ଚେଷ୍ଟା କରିଥିଲେ ଏବଂ ଦୁହିଁଙ୍କୁ ଅଲଗା କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର ରାଜ ରାଜେଶ ଏବଂ ରିୟା କାହିଁକି ଏତେ ଜୋରେ ରାସ୍ତା ଉପରେ ଝଡ଼ଡା କରୁଥିଲେ ତାହା ଭିଡ଼ିଓ ଦେଖି କେହି ମଧ୍ୟ ଜାଣିପାରି ନଥିଲେ l

ପରେ ଚର୍ଚ୍ଚା ହେଉ ହେଉ ଜଣା ପଡିଲା ଯେ ଏହି ଝଗଡା ସମ୍ପୂର୍ଣ ରୂପେ ସତ୍ୟ ନୁହେଁ l ସତ୍ୟ ମାତ୍ର ଏକ ପ୍ରକାର ରେ ଯାହାକି ହେଉଛି ଝଗଡା ଟି ହେଉଛି ରିଲ ଦୁନିଆରେ l

ଆଗକୁ ଆସୁଥିବା ଏକ ଚଳଚ୍ଚିତ୍ର ରେ ରାଜ ରାଜେଶ ଏବଂ ରିୟା ଦେ ମୁଖ୍ୟମନ୍ତ୍ରୀ ଭୂମିକାରେ ସାମ୍ନାକୁ ଆସୁଛନ୍ତି l ଏବଂ ଏହି ରାସ୍ତା ଉପରେ ଝଗଡା ଏବଂ ଲୋକମାନେ ଦୁହିଁଙ୍କ ଝଗଡା ଅଲଗା କରିବାର ଦୃଶ୍ୟ ହେଉଛି ସେହି ଫିଲ୍ମ ର ସୁଟିଙ୍ଗ ସମୟର ଦୃଶ୍ୟ l

ଯାହାକୁ ଅନେକ ଦର୍ଶକ ସତରେ ଝଗଡା ହେଉଥିବାର ଭାବିଛନ୍ତି କିନ୍ତୁ ବାସ୍ତବରେ ଏହା ଚଳଚିତ୍ର ସୁଟିଙ୍ଗ ସମୟର ଦୃଶ୍ୟ l

Leave a Reply

Your email address will not be published. Required fields are marked *