କେବେ ଚେତିବେ ଅନ୍ଧ ଭକ୍ତ ଭଣ୍ଡ Sarathi ଓରଫ ସନ୍ତୋଷ ରାଉଳ ଜନ୍ମଦିନ ଧୂମଧାମ ରେ ପାଳନକଲେ ଭକ୍ତ
ମହିଳା ଜଣଙ୍କ କହିଛନ୍ତି ଶ୍ରୀ କୃଷ୍ଣ ଇହ ଧାମ ତ୍ୟାଗ କରିଲେ କାହିଁକି,ତାଙ୍କ ଭାଗ୍ୟରେ ଥିଲା ଏତିକି ଲୀଳା ଖେଳା କରିବାର ଥିଲା ,ସେମିତି ସାରଥିଙ୍କର ଏତିକି ଲୀଳା ଖେଳା କରିବାର ଥିଲା ଜେଲ ଯିବାର ଥିଲା ଭୋଗିଲେ ଅସୁବିଧା କଣ ଅଛି। ଭାଗ୍ୟରେ ଯାହା ଥିବ ସମସ୍ତେ ଭୋଗିବେ ତାଙ୍କର ବି ଭୋଗିବାର ଥିଲା ସେ ଭୋଗିଲେ। କପାଳରେ ଯାହା ଲେଖା ହେଇଥିବ ସେଇୟା ହେବ। ଭଗବାନ ପା ଲେଖିଛନ୍ତି କପାଳ ଟା। ଜେଲ ଯିବା … Read more