ଭାଇରାଲ ଭିଡିଓ

କେବେ ଚେତିବେ ଅନ୍ଧ ଭକ୍ତ ଭଣ୍ଡ Sarathi ଓରଫ ସନ୍ତୋଷ ରାଉଳ ଜନ୍ମଦିନ ଧୂମଧାମ ରେ ପାଳନକଲେ ଭକ୍ତ

ମହିଳା ଜଣଙ୍କ କହିଛନ୍ତି ଶ୍ରୀ କୃଷ୍ଣ ଇହ ଧାମ ତ୍ୟାଗ କରିଲେ କାହିଁକି,ତାଙ୍କ ଭାଗ୍ୟରେ ଥିଲା ଏତିକି ଲୀଳା ଖେଳା କରିବାର ଥିଲା ,ସେମିତି ସାରଥିଙ୍କର ଏତିକି ଲୀଳା ଖେଳା କରିବାର ଥିଲା ଜେଲ ଯିବାର ଥିଲା ଭୋଗିଲେ ଅସୁବିଧା କଣ ଅଛି।

ଭାଗ୍ୟରେ ଯାହା ଥିବ ସମସ୍ତେ ଭୋଗିବେ ତାଙ୍କର ବି ଭୋଗିବାର ଥିଲା ସେ ଭୋଗିଲେ।

କପାଳରେ ଯାହା ଲେଖା ହେଇଥିବ ସେଇୟା ହେବ। ଭଗବାନ ପା ଲେଖିଛନ୍ତି କପାଳ ଟା। ଜେଲ ଯିବା ସାଧାରଣ କଥା ଆମେ ବି କଣ ଚାହିଁଲେ ଜେଲ ଜାଇପାରିବୁନି।ସେମିତି କିଛି କଥା ନାହିଁ।କପାଳ ଟା ଭଗବାନ ଲେଖିଛନ୍ତି ଆମେ ଲେଖିନୁ ।

ଛାତ୍ରୀ ଯେଉଁ ଅଭିଯୋଗ ଆଣିଥିଲେ ପ୍ରଭୁଙ୍କର ଗୋଟେ ନିୟମ ଥାଏ । ଆମେ ମଣିଷ ଲୋକ ରକ୍ତ ମାଂସ ଶରୀର। ସେଇଠି ଖାଲି କହିଦେଇଥାନ୍ତେ ହଁ ମୁଁ ନାହିଁ ସେଥିରେ ଅସୁବିଧା କଣ ହେଇଥାନ୍ତା।

କେତେ ପୁଅ ଝିଅ ସାଥୀରେ ଯାଉଛନ୍ତି,ପାଠ ପଢ଼ୁଛନ୍ତି,ଫରେନ୍ ଯାଉଛନ୍ତି,ବଡ଼ ଲୋକ ହେଇଛନ୍ତି ଆଖିରେ ଦେଖୁଛନ୍ତି। ସାରଥି ସମସ୍ତଙ୍କୁ ସାହାଯ୍ୟ କରୁଥିଲେ।

ଟିକେ ଖାଲି କେମିତି ଭୁଲ୍ ହେଇଯାଇଛି ସବୁ ଲୋକ ତ ହାଉ ହାଉ ହେଲେ ସମସ୍ତେ କଣ ଠିକ କହିପାରିବେ।ହଁ ସାଙ୍ଗରେ ନେଇଥିଲେ ଧରିଲେ ବସିଲେ ,ଉଠିଲେ କଣ ହେଲା ମନ ଦୁଃଖ ତ କରୁନୁ ।

ମହିଳା ସାରଥୀଙ୍କ ସହିତ ହ୍ୟାଣ୍ଡସେକ୍ କରୁଥିଲେ, ରାଖୀ ବାନ୍ଧୁଥିଲେ ଆଉ କହିଛନ୍ତି ଯେ ତାଙ୍କ ହାତକୁ ଧରି ମଧ୍ୟ ହଲେଇଥିଲେ ।ସେମିତି କିଛି କଥା ନାହିଁ ।

ସ୍ବାମୀ ମାନେ କହିଲେ ଯାଅ ,ଯିବ ଶାସନ କରିବ କିଛି ଘୋରି ହେବନି।ଯଦି ବି ସେ ଧରି ବସିବେ ତାଙ୍କର କିଛି ଅସୁବିଧା ନାହିଁ।

ସରକାର କାହିଁକି ଆରୋପ ଲଗାଉଚି ସ୍ତ୍ରୀ ଲୋକଙ୍କ ଉପରେ। ଆଉ ସ୍ତ୍ରୀ ଲୋକ ମାନେ ଯୋଉ ଲଙ୍ଗଳା ହୋଇ ନାଚୁଛନ୍ତୁ ସେଠି ତ କିଛି ଆରୋପ ଲଗାଉନାହନ୍ତି ।

ଏଠି ତ ଭଲ କାମ ହେଉଥିଲା।ଯଦି ଝିଆପିଲାଟିକୁ ଧରି ପକେଇଲେ କଣ ଅସୁବିଧା ଅଛି। କୌଣସି ପୁଅ ପିଲା ନାହାନ୍ତି ଏମିତି ଯେ ସେ ଶ୍ରୀ କୃଷ୍ଣ ହେବେ ,ଶ୍ରୀ କୃଷ୍ଣ ତ ଧରିଥିଲେ ସେ ବି ତ ସେଇୟା ଅସୁବିଧା କଣ ହେଲା ।

Leave a Reply

Your email address will not be published. Required fields are marked *