ଏମିତି ମଣିଷ କେବେ ଦେଖି ନଥିବେ ” ସର୍ବଗିଳା ଲକ୍ଷ୍ମୀଛଡା ” କଞ୍ଚା ରନ୍ଧା ସବୁ ଖାଇଦେବେ kg ଆକାର ରେ ଦେଖନ୍ତୁ ଦେଖାଇଲେ Demo
କଟକର ରଞ୍ଜନ କୁମାର ସାହୁ ଅକ୍ଷୟ ମହାନ୍ତିଙ୍କ ଗାଁ ବାଙ୍କୀ ମୁଣ୍ଡେଇ,କେନ୍ଦ୍ରାପଡ଼ା ରେ ରୁହନ୍ତି।ସେ କହିଛନ୍ତି ତାଙ୍କୁ ସର୍ବଗିଳା ନହେଲେ ଲକ୍ଷ୍ମୀଛଡ଼ା ବୋଲି କଟକିଆ ମାନେ ଡ଼ାକିଥାନ୍ତି।ଯାହା ମିଳେ ଖାଇବାକୁ ଖାଇଥାନ୍ତି। ଯଦି ବି କୌଣସି ଭୋଜି କୁ ଯାଇଥିବେ କିଲେ ମଟନ୍ ଖାଇଦେଇ ପାଣି ପିଇ ପଳେଇଆସିଥାନ୍ତି।ଭାତ,ରୁଟି କିଛି ତରକାରୀ ଥାଉ କି ନଥାଉ ସେ ଯାହା ବି ଥିବ ଲୁଣିଆ ହେଉ କି ଅଳଣା ଖାଇଥାନ୍ତି ।ଏବଂ ହଜମ ମଧ୍ୟ ସହଜରେ କରିପାରନ୍ତି।ଖା ଦ୍ୟ … Read more