ଦୁନିଆର ସବୁଠୁ ଆଶ୍ଚର୍ଯ୍ୟ ଜନକ ଶିବ ଲିଙ୍ଗ ଦେଖିଲା ମାନେ ହୋଇଯିବେ ଅନ୍ଧ ଜାଣନ୍ତୁ କେଉଁ ଜାଗାରେ ଅଛି ଏହି ଅଦ୍ଭୂତ Shiba linga
ଭାରତର ଉତ୍ତରାଖଣ୍ଡର ଏକ ମନ୍ଦିର ରହିଛି।ଏହି ମନ୍ଦିରର ଖାସ୍ କଥା ରହିଛି ଯେ କେବଳ ପୂଜାରୀମାନେ ହିଁ ଏହି ମନ୍ଦିର ଭିତରକୁ ପ୍ରବେଶ କରିବେ। କୌଣସି ଲୋକମାନେ ମନ୍ଦିରକୁ ଯିବେ ନାହିଁ।ଏହି ମନ୍ଦିରରେ ଏମିତି କିଛି ଜିନିଷ ରହିଛି ଯାହାକି କୌଣସି ମନ୍ଦିରରେ ନାହିଁ।ପୂଜାରୀମାନେ ମନ୍ଦିର ଭିତରକୁ ଯେତେବେଳେ ଯାଇଥାନ୍ତି ଆଖିରେ ଓ ନାକ ରେ କପଡା ବାନ୍ଧିକି ଯାଇଥାନ୍ତି। କାରଣ ମଣିର ତେଜ ଆଖିରେ ପଡ଼ିଲେ ପୂଜାରୀ ଅନ୍ଧ ହୋଇଯିବେ। ଏବଂ ପୂଜାରୀଙ୍କ ନାକ ଗନ୍ଧ … Read more