Singer Diptirekha Padhi ଙ୍କ ମୋଟ ସମ୍ପତି ଜାଣିଲେ ହୋସ ଉଡିଯିବ ଗୋଟେ ଗୀତ ରେକର୍ଡ ପାଇଁ ନିଅନ୍ତି ଏତେ ଟଙ୍କା
ଦୀପ୍ତିରେଖା ପାଢ଼ୀ ଓଡ଼ିଶାର ଜଣେ ସୁନାମ ଧନ୍ୟ ଗୀତିକାର ଅଟନ୍ତି । ଯିଏ କି ପ୍ରଥମେ ପ୍ରଥମେ ସିରିଲ୍ ଦୁନିଆରେ ନିଜର ପାଦ ଥାପିଥିଲେ ଏବଂ ପରେ ପରେ ସଙ୍ଗୀତ ଦୁନିଆରେ ନିଜର ପାଦ ଦେଇଥିଲେ । ଧୀରେ ଧୀରେ ସଙ୍ଗୀତ ରେ ସେ ଏମିତି ହଜିଗଲେ ଯାହାଦ୍ଵାରା ସାରା ଓଡ଼ିଶାରେ ତାଙ୍କ ପରିଚୟ ସ୍ଵତନ୍ତ୍ର ହୋଇପାରିଥିଲା । ଦୀପ୍ତି ରେଖା ଙ୍କ ବିବାହ ଭୁନେଶ୍ବରସ୍ଥିତ ଜଣେ ବ୍ୟବସାୟୀ ଙ୍କ ସହ ହୋଇଛି । ତାଙ୍କ ସ୍ଵାମୀ … Read more