Ollywood

Singer Diptirekha Padhi ଙ୍କ ମୋଟ ସମ୍ପତି ଜାଣିଲେ ହୋସ ଉଡିଯିବ ଗୋଟେ ଗୀତ ରେକର୍ଡ ପାଇଁ ନିଅନ୍ତି ଏତେ ଟଙ୍କା

ଦୀପ୍ତିରେଖା ପାଢ଼ୀ ଓଡ଼ିଶାର ଜଣେ ସୁନାମ ଧନ୍ୟ ଗୀତିକାର ଅଟନ୍ତି । ଯିଏ କି ପ୍ରଥମେ ପ୍ରଥମେ ସିରିଲ୍ ଦୁନିଆରେ ନିଜର ପାଦ ଥାପିଥିଲେ ଏବଂ ପରେ ପରେ ସଙ୍ଗୀତ ଦୁନିଆରେ ନିଜର ପାଦ ଦେଇଥିଲେ ।

ଧୀରେ ଧୀରେ ସଙ୍ଗୀତ ରେ ସେ ଏମିତି ହଜିଗଲେ ଯାହାଦ୍ଵାରା ସାରା ଓଡ଼ିଶାରେ ତାଙ୍କ ପରିଚୟ ସ୍ଵତନ୍ତ୍ର ହୋଇପାରିଥିଲା । ଦୀପ୍ତି ରେଖା ଙ୍କ ବିବାହ ଭୁନେଶ୍ବରସ୍ଥିତ ଜଣେ ବ୍ୟବସାୟୀ ଙ୍କ ସହ ହୋଇଛି ।

ତାଙ୍କ ସ୍ଵାମୀ ଙ୍କ ସହ ବେଶ୍ ଖୁସିରେ ଥିବାର ଜଣା ଯାଇଛି । ଆପଣଙ୍କ ମନରେ ପ୍ରଶ୍ନ ଆସିଥିବ ଦୀପ୍ତିରେଖା ବାସ୍ତବରେ କେତେ ଧନୀ ତେବେ ଆଜି ଆମେ ଆପଣଙ୍କ ମନର ପ୍ରଶ୍ନ ଦୂର କରିବୁ ।

ଦିପ୍ତିରେଖା ଗୋଟିଏ ଗୀତ ରେକର୍ଡ କରିବା ପାଇଁ ପ୍ରାୟ ୬୦୦୦୦ ଟଙ୍କା ନେଇଥିବା ବେଳେ ସେ ଯେଉଁ ଷ୍ଟେଜ ସୋ କରନ୍ତି ତାହା ପାଇଁ ୧୫୦୦୦୦ ଟଙ୍କା ନେଇଥାନ୍ତି ।

 

ଦେଖିବାକୁ ଗଲେ ଦୀପ୍ତିରେଖା ୧୦ କୋଟି ରୁ ଉର୍ଦ୍ଧ ସମ୍ପତ୍ତିର ମାଲିକ ଅଟନ୍ତି । ତେବେ ଆପଣଙ୍କୁ ଦୀପ୍ତିରେଖା ଙ୍କ ଗୀତ କେମିତି ଲାଗେ ନିଶ୍ଚିନ୍ତ କମଣ୍ଟ ମାଧ୍ୟମରେ ଜଣାନ୍ତୁ ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *