ବିବାହ ପୂର୍ବରୁ ସ୍ୱାମୀଙ୍କ ସହ ରୋମାନ୍ସ କଲେ ସୋମାଲିନ ଦେଖନ୍ତୁ ଏହି ଭିଡ଼ିଓ

ବନ୍ଧୁଗଣ ସୋମାଲୀନ ଏବଂ ଜ୍ୟାଙ୍କଲୀନ ଙ୍କ ଅଲିଉଡ ଦୁନିଆରେ ଜୀବନଶୈଳୀ ଆରମ୍ଭ ହୋଇଥିଲା ସାର୍ଥକ ରେ ପ୍ରସାରିତ ହୋଇଥିବା ରିୟାଲିଟି ଶୋ ରଜ କୁଇନ ରେ l ଦୁଇ ଭଉଣୀ ଚମତ୍କାର ଅଭିନୟ ଏବଂ ନାଚ ନାଚି ସମସ୍ତଙ୍କ ହୃଦୟରେ ଯାଗା ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ l ଧୀରେ ଧୀରେ ଦୁହିଁଙ୍କ ଲୋକପ୍ରିୟତା ବଢିବାକୁ ଲାଗିଥିଲା l ସୋମାଲି ଙ୍କ ଭଉଣୀ ଜ୍ୟାଙ୍କଲୀନ ମଧ୍ୟ ଓଡ଼ିଆ ସିରିଏଲ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ … Read more