Ollywood

ବିବାହ ପୂର୍ବରୁ ସ୍ୱାମୀଙ୍କ ସହ ରୋମାନ୍ସ କଲେ ସୋମାଲିନ ଦେଖନ୍ତୁ ଏହି ଭିଡ଼ିଓ

ବନ୍ଧୁଗଣ ସୋମାଲୀନ ଏବଂ ଜ୍ୟାଙ୍କଲୀନ ଙ୍କ ଅଲିଉଡ ଦୁନିଆରେ ଜୀବନଶୈଳୀ ଆରମ୍ଭ ହୋଇଥିଲା ସାର୍ଥକ ରେ ପ୍ରସାରିତ ହୋଇଥିବା ରିୟାଲିଟି ଶୋ ରଜ କୁଇନ ରେ l

ଦୁଇ ଭଉଣୀ ଚମତ୍କାର ଅଭିନୟ ଏବଂ ନାଚ ନାଚି ସମସ୍ତଙ୍କ ହୃଦୟରେ ଯାଗା ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ l ଧୀରେ ଧୀରେ ଦୁହିଁଙ୍କ ଲୋକପ୍ରିୟତା ବଢିବାକୁ ଲାଗିଥିଲା l ସୋମାଲି ଙ୍କ ଭଉଣୀ ଜ୍ୟାଙ୍କଲୀନ ମଧ୍ୟ ଓଡ଼ିଆ ସିରିଏଲ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ l

ଦୁଇ ଭଉଣୀ ଯାଆଁଳା ଅଟନ୍ତି l ଗତ କିଛିଦିନ ପୂର୍ବେ ସୋମାଲିନ ଙ୍କ ଭଉଣି ଜ୍ୟାଙ୍କଲୀନ ଙ୍କ ବିବାହ ସମସ୍ତ ହିନ୍ଦୁ ରୀତିନୀତି ଅନୁସାରେ ସମ୍ପର୍ଣ ହୋଇଥିଲା l

ଏବେ ବହୁତ ଖୁସିରେ ଅଛନ୍ତି ଜ୍ୟାଙ୍କଲୀନ ଏବଂ ନୂଆ ଜୀବନ ଆରମ୍ଭ କରି ଅଲଗା ଏକ ଦୁନିଆରେ ବ୍ୟସ୍ତ ରହୁଛନ୍ତି l ତେବେ ବର୍ତ୍ତମାନ ପାଳି ପଡିଛି ଭଉଣୀ ସୋମାଲିନ ଙ୍କର l ଖୁବ ଶୀଘ୍ର ସୋମାଲିନ ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି l

ସୋମାଲିନ ଙ୍କ ଜୀବନ ସାଥି ଙ୍କ ନାଁ ହେଉଛି ନିଷିଦ୍ଧ ନାୟକ ଏବଂ ସେ ଯାଜପୁର ର ବାସିନ୍ଦା ଅଟନ୍ତି l ସୂଚନା ଅନୁଯାଇ ବର୍ତ୍ତମାନ ଦୁହିଁଙ୍କ ନିର୍ବନ୍ଧ ସରିଯାଇଛି ଏବଂ ତାଙ୍କ ଦୁହିଁଙ୍କ କିଛି ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l

ଅନେକ ରିଲ ଭିଡ଼ିଓରେ ମଧ୍ୟ ନିଷିଦ୍ଧ ଏବଂ ସୋମାଲୀନ ସାମ୍ନାକୁ ଆସିଛନ୍ତି l ସୋସିଆଲ ମିଡିଆରେ ତାଙ୍କ ଯୋଡି କୁ ପସନ୍ଦ କରିବା ସହ ଏହି ସୁନ୍ଦର ଯୋଡିର ପ୍ରଶଂସା କରିଛନ୍ତି ଦର୍ଶକ l

ଦୁହିଁଙ୍କ ବିବାହ ପୂର୍ବରୁ ଭାଇରଲ ହୋଇଥିବା ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରଲ ହେବାରେ ଲାଗିଛି l ଦୁହିଁଙ୍କ ଯୋଡି ସବୁଦିନ ପାଇଁ ଏମିତି ହସ ଖୁସିରେ ପରିପୂର୍ଣ ହେଉ ବୋଲି ଦର୍ଶକ ଶୁଭକାମନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *