ପୁଣି ଗର୍ଜିଲେ Subhasish Sadangi ଏଥର ନିଶ୍ଚିତ ନ୍ୟାୟ ପାଇବେ ତପସ୍ୱିନୀ ଦେଖନ୍ତୁ ଭିଡ଼ିଓରେ କଣ କହିଲେ ସୁଭାଶିଷ
ବ୍ରହ୍ମପୁରରେ ବ୍ରହ୍ମାନଗରରେ ଶାଶୁଘର ଆଗରେ ବସି ନିଜକୁ ବୋହୂ ବୋଲି ତପସ୍ୱିନୀ ଦାସ୍ କହୁଛନ୍ତି,ଏମିତି କରିଲେ କାଲି ସକାଳେ ତାକୁ କିଏ ବାହା ହେବକି। ଏହି ବିଷୟକୁ ନେଇକି ସମାଜରେ ଛୋଟ ଛୁଆ ମାନେ ଦେଖୁଛନ୍ତି ସେମାନେ ସମାଜରୁ କଣ ଶିକ୍ଷା ପାଇବେ।ପଇସା ଅଛି ବୋଲି ଏମିତି କରୁଛନ୍ତି।ଯଦି ଗରିବ ଲୋକ ର ଏହି ପରି ଅସୁବିଧା ହେବ ସେ କଣ କରିବ । ଯେଉଁ ଝିଅଟି ବାହା ହେଲା ,ଆସିଲା ଯାହା ବି ହେଲା ଏଇଟା … Read more