ପୁଣି ଗର୍ଜିଲେ Subhasish Sadangi ଏଥର ନିଶ୍ଚିତ ନ୍ୟାୟ ପାଇବେ ତପସ୍ୱିନୀ ଦେଖନ୍ତୁ ଭିଡ଼ିଓରେ କଣ କହିଲେ ସୁଭାଶିଷ

ବ୍ରହ୍ମପୁରରେ ବ୍ରହ୍ମାନଗରରେ ଶାଶୁଘର ଆଗରେ ବସି ନିଜକୁ ବୋହୂ ବୋଲି ତପସ୍ୱିନୀ ଦାସ୍ କହୁଛନ୍ତି,ଏମିତି କରିଲେ କାଲି ସକାଳେ ତାକୁ କିଏ ବାହା ହେବକି।

ଏହି ବିଷୟକୁ ନେଇକି ସମାଜରେ ଛୋଟ ଛୁଆ ମାନେ ଦେଖୁଛନ୍ତି ସେମାନେ ସମାଜରୁ କଣ ଶିକ୍ଷା ପାଇବେ।ପଇସା ଅଛି ବୋଲି ଏମିତି କରୁଛନ୍ତି।ଯଦି ଗରିବ ଲୋକ ର ଏହି ପରି ଅସୁବିଧା ହେବ ସେ କଣ କରିବ ।

ଯେଉଁ ଝିଅଟି ବାହା ହେଲା ,ଆସିଲା ଯାହା ବି ହେଲା ଏଇଟା ନିଜ ନିଜ ଭିତର କଥା । ଦୁଇ ପରିବାର କଥା ହୋଇଥାନ୍ତେ ,ନଚେତ୍ ଥାନା ଯାଇଥାନ୍ତେ କଥାକୁ ସମାଧାନ କରିଥାନ୍ତେ।

ଏହି କଥାରେ ମନମାଲିନ୍ୟ ହୋଇଥାଏ। କୋର୍ଟ ର ଦ୍ୱାହି ଦେଇ ଗୋଟେ ଘଟଣାରୁ ଦୂରେଇ ଯିବା ।ସେଥିପାଇଁ ଥାନା ଅଛି।

ଏବେ ଛୋଟ ଛୋଟ ସାମ୍ବିଧାନିକ ର ଅସୁବିଧା ରହିଛି ୧୮ ବର୍ଷ ହେଲେ ବାହା ହୋଇଯିବ।ବିବାହର ବୟସ ଅଛି ସେଇ ସୀମାକୁ ବଢେଇବା ଦରକାର।

https://youtu.be/VUMMMLGUBAE

୧୮ ରୁ ୨୧ ବର୍ଷ ବୟସ ସୀମା ରହିଛି ତାକୁ ବଢାଇ ୨୫ ରୁ ୨୭ ବର୍ଷ କରିବା ଦରକାର ଶୁଭାଶିଷ ସଢଙ୍ଗି କହିଛନ୍ତି।ଏହି ଜିନିଷ ଟି ସାମ୍ନାରେ ରହିବା ଦରକାର ।

Leave a Comment

Your email address will not be published. Required fields are marked *

Scroll to Top